Browsing Tag

ind-england test series

ଆଜି ଚତୁର୍ଥ ଦିନ: ରାଞ୍ଚି ଟେଷ୍ଟରେ ଭାରତ ଆଗରେ ୧୯୨ ରନର ଟାର୍ଗେଟ, ବିଜୟଠାରୁ ଆଉ ୧୫୨ ରନ ଦୂରରେ

କେନ୍ୟୁଜ: ବିଜୟ ଅଭିମୁଖେ ଭାରତ। ରାଞ୍ଚି ଟେଷ୍ଟରେ ଭାରତ ଆଗରେ ୧୯୨ ରନର ଟାର୍ଗେଟ । ଆଜି ଚତୁର୍ଥ ଦିନ । ବିଜୟଠାରୁ ଆଉ ୧୫୨ ରନ ଦୂରରେ ରହିଛି ଟିମ୍ ଇଣ୍ଡିଆ । ଗତକାଲିର ଅସମାପ୍ତ ୪୦ ରନରୁ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା ୨୪ ଓ ଯଶସ୍ଵୀ ଜୟସ୍ୱାଲ ୧୬ ରନରେ ଅପରାଜିତ ଅଛନ୍ତି…

ଏବେ ବି ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରବିନ୍ଦ୍ର ଜାଡ଼େଜା, ଇଂଲଣ୍ଡ ବିପକ୍ଷରେ ପୂରା ସିରିଜ୍‌ରୁ ହୋଇପାରନ୍ତି ବାହାର

ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରୁ ସମ୍ପୂର୍ଣ୍ଣଭାବେ ବାହାରିଯାଇପାରନ୍ତି। ଟେଷ୍ଟ ସିରିଜ୍‌ ବେଳେ ସିଡ୍‌ନୀ ଟେଷ୍ଟରେ ବ୍ୟାଟିଂ କରିବା ବେଳେ ଜାଡ଼େଜା ଆହତ ହୋଇଥିଲେ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିବାରୁ ତାହା…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ଯାଚ, ଦ୍ବିତୀୟ ଦିନରେ ଏପର୍ଯ୍ଯନ୍ତ ଖେଳସୁଦ୍ଧା ଇଂଲଣ୍ଡ ୩୧୩/୩

ଚେନ୍ନାଇରେ ଆରମ୍ଭ ହୋଇଥିବା ଭାରତ-ଇଲଂଣ୍ଡ ଟେଷ୍ଟର ପ୍ରଥମ ମ୍ୟାଚରେ ଇଲଂଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ମଜ୍ବୁତ୍ ସ୍ଥିତିରେ ପହଞ୍ଚିଛି । ଗତକାଲିର ଖେଳ ଶେଷ ସୁଦ୍ଧା ଦଳ ତିନି ୱିକେଟ୍ ହରାଇ ୩୧୩ ରନ୍ କରିବାକୁ ସକ୍ଷମ ହୋଇଛି । ଆଜି ଦ୍ବିତୀୟ ଦିନରେ ଜୋ ରୁଟଙ୍କ ସହିତ ଅଲରାଉଣ୍ଡର ବେନ…

ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ଭାରତ- ଇଂଲଣ୍ଡ: ପ୍ରଥମ ଟେଷ୍ଟ ପୂର୍ବରୁ ବଦଳିଲା SG ବଲ୍, ନୂଆ ବଲରେ ଖେଳାଯିବ…

ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଚେନ୍ନାଇରେ ମୁହାଁମୁହିଁ ହେବେ ଉଭୟ ଦଳ । ଚିପକ ଷ୍ଟାଡିୟମ୍ ମଧ୍ୟ ବିନା ଦର୍ଶକରେ ଉଭୟ ଦଳକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି। ଘରୋଇ ଗ୍ରାଉଣ୍ଡ୍ରେ ୨୦୧୬ର ପ୍ରଦର୍ଶନକୁ ଦୋହରାଇ ଭାରତୀୟ ଦଳ ଆଉ ଏକ ଟେଷ୍ଟ ସିରିଜ ଜିତିବାକୁ ଲକ୍ଷ୍ୟ…

ଭାରତ-ଇଂଲଣ୍ଡ ସିରିଜ ଉପରେ ଅଷ୍ଟ୍ରେଲିଆର ନଜର, World Test Championship ଦ୍ବିତୀୟ ସ୍ଥାନ ପାଇଁ ହେବ କଡ଼ା ଟକ୍କର

ମହାମାରୀ କରୋନା ସଂକ୍ରମଣ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ ରଦ୍ଦ କରିବା ସହ ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ଆଉଟ ହେବା ଭୟଦେଖାଦେଇଛି। ତେଣୁକରି ଅଷ୍ଟ୍ରେଲିଆର ନଜର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ରହିଛି। ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ରୂପକୁ ନଜରରେ ରଖି…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା, ବାଦ୍ ପଡିଲେ ଅଷ୍ଟ୍ରେଲିଆରେ ଦମଦାର ପ୍ରଦର୍ଶନ କରିଥିବା ଏହି ଖେଳାଳି

ଆସନ୍ତା ଫେବ୍ରୁଆରୀ ୫ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍। ଏଥିପାଇଁ ଟେଷ୍ଟ ସ୍କ୍ବାର୍ଡ ଘୋଷଣା କରିଛି ଟିମ୍ ଇଣ୍ଡିଆ। ବିସିସିଆଇର ନୂଆ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ସିରିଜ ପାଇଁ ୧୮ ଜଣିଆ ଦଳ ଘୋଷଣା…