ଟି୨୦ ବିଶ୍ୱକପ ୨୦୨୪ : ଆଫଗାନିସ୍ତାନ ବିପକ୍ଷରେ ସୁପର-୮ ମ୍ୟାଚ ଖେଳିବ ଭାରତ, ସିରାଜଙ୍କ ବଦଳରେ କୁଲଦୀପଙ୍କୁ ମିଳିପାରେ…
ଭାରତୀୟ ଟିମ୍ ଆଜି ଟି୨୦ ବିଶ୍ୱକପର ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ । ବ୍ରିଜଟାଉନରେ ଉଭୟ ଦଳ ମୁହାଁମୁହିଁ ହେବେ । ତେଣୁ ଭାରତୀୟ ଟିମ୍ର ପ୍ଲେଇଂ ଇଲେଭେନରେ କିଛିଟା ପରିବର୍ତ୍ତନ ଦେଖାଦେଇପାରେ । ଏହି ମ୍ୟାଚ ପାଇଁ ଭାରତୀୟ ଟିମ୍ ଶ୍ରେଷ୍ଠ ପ୍ଲେଇଂ ଇଲେଭେନ ସହିତ ମଇଦାନରେ ଏଣ୍ଟ୍ରି କରିବ…