Browsing Tag

ind vs aus

WTC ୨୦୨୩ ଫାଇନାଲରେ ହାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ

WTC ୨୦୨୩ ଫାଇନାଲରେ ହାରିଲା ଭାରତ । ୨୦୯ ରନରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଶେଷ ଦିନରେ ଭାରତ ମାତ୍ର ୨୩୪ ରନ କରି ଅଲଆଉଟ୍‌ ହୋଇଥିଲା । ଫଳରେ କଙ୍ଗାରୁ ଟିମ ଦ୍ୱିତୀୟ ଥର ପାଇଁ…

WTC ଫାଇନାଲ : ବିରାଟ, ରାହାଣେ ଏବଂ ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର, ପୂର୍ବରୁ ୪୦୦ ରନର ଟାର୍ଗେଟକୁ ପୂରଣ କରିଛି…

WTC ଫାଇନାଲର ଆଜି ଶେଷ ଦିନ । ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଛି । ଚତୁର୍ଥ ଦିନରେ ଭାରତ ୩ ୱିକେଟ ହରାଇ ୧୬୪ ରନ୍‌ କରି । ଆଜି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ଭାରତକୁ ଜିତିବା ପାଇଁ ୨୮୦ ରନ୍‌ ଦରକାର ।  ଭାରତକୁ ଜିତିବାକୁ ହେଲେ ୱିକେଟ ହାତରେ ରଖି ଖେଳିବାକୁ ହେବ ।…

WTC ଫାଇନାଲ: ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ଆରମ୍ଭରୁ ଶୋଇପଡିଲେ ଲାବୁଶେନ, ୱାର୍ଣ୍ଣରଙ୍କ ୱିକେଟ ଯିବା ପରେ ଖୋଲିଲା…

WTC ଫାଇନାଲ ମ୍ୟାଚରେ ଟିମ୍ ବ୍ୟାଟିଂ କରିବା ସମୟରେ ଶୋଇପଡିଲେ ଅଷ୍ଟ୍ରେଲିଆ ଖେଳାଳି ମାର୍ନସ ଲାବୁଶେନ୍ । ଅଷ୍ଟ୍ରେଲିଆ ଟିମର ଦ୍ବିତୀୟ ଇନିଂସ ସମୟରେ ଶୋଇପଡିଥିଲେ ଲାବୁଶେନ । ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ପାଇଁ ବାଲକୋନୀରେ ଚେୟାରରେ ବସି ଖେଳ ଦେଖୁଥିବା ସମୟରେ ଶୋଇପଡିଥିଲେ…

WTC ଫାଇନାଲ : ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି ଚାଲିଯାଇଥିଲା ଅଷ୍ଟ୍ରେଲିଆ ଟିମ୍, ପୁଣି ଶେଷରେ…

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଚାଲିଛି । ଆଉ ଫାଇନାଲ ମ୍ୟାଚର ତୃତୀୟ ଦିନରେ ଏଭଳି କିଛି ଦେଖିବାକୁ ମିଳିଥିଲା, ଯାହା ବହୁତ କମ୍ ଦେଖିବାକୁ ମିଳିଥାଏ । ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି…

ବାଲେଶ୍ବର ଟ୍ରେନ ଟ୍ରାଜେଡି : WTC ଫାଇନାଲ ମ୍ୟାଚରେ ହାତରେ କଳା ବ୍ୟାଣ୍ଡ୍‌ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଓଭାଲରେ WTC ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦୁଇଟି ଯାକ ଟିମର ଖେଳାଳି ହାତରେ କଳାବ୍ୟାଣ୍ଡ୍‌ ବାନ୍ଧି ଖେଳୁଛନ୍ତି । ବାଲେଶ୍ବର ଟ୍ରେନ ଟ୍ରାଜେଡି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ହାତରେ ପଟି ବାନ୍ଧିଛନ୍ତି । ଲଣ୍ଡନର ଓଭାଲରେ…

WTC ଫାଇନାଲ ପୂର୍ବରୁ ଆହତ ହେଲେ ରୋହିତ ଶର୍ମା, କିନ୍ତୁ ଖେଳିବେ ମ୍ୟାଚ୍

ଆଜିଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ WTC ଫାଇନାଲ ମ୍ୟାଚ୍ ଓଭାଲରେ ଖେଳାଯିବ । ତା ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶଜନକ ଖବର । ଆଇପିଏଲରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଧିନାୟକ ରୋହିତ ଶର୍ମା ଏବେ ଆହତ ହୋଇଥିବା ଖବର ଆସିଛି। ତେଣୁ ସେ ଅଭ୍ୟାସ ମ୍ୟାଚ୍ କରିବାକୁ ଆସିନଥିଲେ ।…

କିଏ ଜିତିବ WTC ଟାଇଟଲ ? ଭାରତର ୧୦ ବର୍ଷର ନଜର ଆଉ ଅଷ୍ଟ୍ରେଲିଆର ପ୍ରଥମ

ଆଜିଠାରୁ ଲଣ୍ଡନର କେନିଂଟନ ଓଭାଲରେ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍ ମ୍ୟାଚ୍‌ ଖେଳାଯାଉଛି‌ । ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ମ୍ୟାଚ୍‌ ଜିତି ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷର ରେକର୍ଡ କରିବାକୁ ଚାହୁଁଥିବା ବେଳେ  ଅଷ୍ଟ୍ରେଲିଆ ଟିମ୍‌…

WTC ଫାଇନାଲ : ପିଚ୍ ଫଟୋ ଦେଖି ଚିନ୍ତାରେ ଟିମ୍ ଇଣ୍ଡିଆ, କେମିତି ଖେଳିବ ମ୍ୟାଚ୍ !

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଆସନ୍ତାକାଲିରୁ ଖେଳାଯିବ । ଇଂଲଣ୍ଡର ଓଭାଲରେ ଏହି ମ୍ୟାଚ୍ ଖେଳାଯିବ । ଇଂଲଣ୍ଡର ଓଭାଲ୍‌ରେ ଗ୍ରୀନ୍‌ ପିଚ୍‌ ଅପେକ୍ଷା କରିଛି ଟିମ୍‌ ଇଣ୍ଡିଆକୁ । ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଟିମ୍ ପାଇଁ ଖରାପ ଖବର । ଫାଇନାଲ…

WTC ଫାଇନାଲ ପାଇଁ ଭାରତୀୟ ଟିମରେ ହେଲା ପରିବର୍ତ୍ତନ, ICC ଘୋଷଣା କଲା ସ୍କ୍ଵାଡ୍‌

ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳାଯିବ । ୭ ଜୁନରୁ ୧୧ ଜୁନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ ନିଜ ନିଜର ଖେଳାଳିଙ୍କ ଲିଷ୍ଟ ଆଇସିସିକୁ ପ୍ରଦାନ କରିଛି । ଆଇସିସିକୁ ଟିମ୍‌ ଇଣ୍ଡିଆ ୧୮ ଜଣ ଖେଳାଳିଙ୍କ ଲିଷ୍ଟ ଦେଇଛି ।…

WTC ଫାଇନାଲ ପୂର୍ବରୁ ଆହତ ହେଲେ ଈଶାନ କିଶନ ଏବଂ କ୍ୟାମରୁନ୍‌ ଗ୍ରୀନ, ଫାଇନାଲରେ ଖେଳିବା ନେଇ ଆଶଙ୍କା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରୁ ଓଭାଲରେ WTC ଫାଇନାଲ ଖେଳାଯିବ । ଏହା ପୂର୍ବରୁ ଈଶାନ କିଶନ ଏବଂ କ୍ୟାମରୁନ ଗ୍ରୀନଙ୍କୁ ଆଘାତ ଲାଗିଛି । ଗୁଜରାଟ ଏବଂ ମୁମ୍ବାଇ ମଧ୍ୟରେ ହୋଇଥିବା କ୍ୱାଲିଫାୟର ୨ ମ୍ୟାଚରେ ଦୁହେଁ ଆହତ ହୋଇଥିବା ଖବର ମିଳିଛି । ଓ୍ଵିକେଟ କିପର କେଏଲ…

ଟେଷ୍ଟ ସିରିଜ ପରେ ଅଷ୍ଟ୍ରେଲିଆ ଦିନିକିଆ ଟିମକୁ ଝଟକା, ବଦଳିଲେ ଟିମର ଅଧିନାୟକ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ୧୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ୟାଟ୍‌ କମିନ୍ସଙ୍କ ମା’ଙ୍କ ଦେହାନ୍ତ ଯୋଗୁଁ ସେ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ଆଉ ପ୍ୟାଟ୍‌ଙ୍କ…

WTC ଫାଇନାଲରେ ପହଞ୍ଚିଲା ଭାରତ, ଅଷ୍ଟ୍ରେଲିଆ ସହିତ ଫାଇନାଲ ମ୍ୟାଚ୍‌ ଖେଳିବ ଭାରତ

ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୨ ଓ୍ଵିକେଟରେ ହରାଇବା ଯୋଗୁଁ ଭାରତ WTC ଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କାକୁ ଶେଷ ବଲରେ ନ୍ୟୁଜିଲାଣ୍ଡ ହରାଇବା ପରେ ଭାରତ ଫାଇନାଲରେ…