Browsing Tag

IND vs ENG

ସେମିଫାଇନାଲ ମ୍ୟାଚରେ ୭ ରନର ସଂଯୋଗ, ମିଡିଆରେ “ଥାଲା ଫର୍ ଏ ରିଜିନ୍” କ୍ୟାପ୍ସନ ନେଇ ସେଲିବ୍ରେସନ…

ମୁମ୍ବାଇର ୱାଙ୍ଖଡ଼େରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ ଏତେ ରୋମାଞ୍ଚକ ଥିଲା ଯେ, ଅଦ୍ଭୁତ ସଂଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଭାରତ ୭ ରନରେ ଜିତିବା ପରେ ଅନେକ ପ୍ରଶଂସକ…

ଶେଷ ପର୍ଯ୍ୟନ୍ତ ଲଢି ହାରିଲା ଇଂଲଣ୍ଡ, ୭ ରନରେ ଜିତିଲା ଭାରତ, ଫାଇନାଲରେ ନ୍ୟୁଜଲାଣ୍ଡ ସହ ମୁକାବିଲା

ଶେଷ ପର୍ଯ୍ୟନ୍ତ ଲଢି ହାରିଲା ଇଂଲଣ୍ଡ । ୭ ରନରେ ଜିତି ଫାଇନାଲରେ ପହଁଚିଲା ଭାରତ ।  ଇଂଲଣ୍ଡ ସମସ୍ତ ଓଭର ଖେଳି ୨୪୬ ରନ କରି ପରାସ୍ତ ହୋଇଛି । ଖେଳ ପ୍ରଥମରୁ ଭାରତ ପାଇଁ ସହଜ ମନେ ହେଉଥିଲେ ହେଁ ଶେଷ ଆଡକୁ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ ହାରୁ ହାରୁ ଅଳ୍ପକେ ଜିତିବାର ସୌଭାଗ୍ୟ ହାସଲ…

ଭାରତ-ଇଂଲଣ୍ଡ ସେମିଫାଇନାଲକୁ ନେଇ ମହମ୍ମଦ ଆମିରଙ୍କ ନୂଆ ଭବିଷ୍ୟବାଣୀ, ଫାଇନାଲ ଖେଳିବନି ଭାରତ

ଭାରତ ସେମିଫାଇନାଲରେ ପହଞ୍ଚିବାରୁ ସହିପାରୁନି ପାକିସ୍ତାନ । ନକ୍ ଆଉଟ୍ ମୁକାବିଲାରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଭାରତ ସେମିରେ ପ୍ରବେଶ କରିଛି । କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ…

ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଲେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର କ୍ରିସ ୱକ୍ସ, ଭଙ୍ଗା ହାତରେ ଖେଳିଥିଲେ…

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର କ୍ରିସ ୱକ୍ସ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ୩୬ ବର୍ଷୀୟ ୱକ୍ସ ଭାରତ ବନାମ ଇଂଲଣ୍ଡ ବିପକ୍ଷ ସିରିଜରେ ଆହତ ହୋଇଥିଲେ । ଏହାସତ୍ତ୍ବେ ମଧ୍ୟ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲେ । ଗତ ମାସରେ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ…

ନୂଆ ଗାଡ଼ି କିଣି ଫସିଗଲେ ଆକାଶଦୀପ, ଆଇଟିଓ ପଠାଇଲା ନୋଟିସ

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଆକାଶଦୀପ ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଦ୍ବିତୀୟ ଟେଷ୍ଟରେ ୫ଟି ୱିକେଟ ନେଇ ସମସ୍ତଙ୍କ ହୃଦୟ ଜିତିନେଇଥିଲେ । ନିକଟରେ ଆକାଶଦୀପ ଏକ କଳା ରଙ୍ଗର ଫଚ୍ୟୁନର ଗାଡ଼ି କିଣିଛନ୍ତି । କିନ୍ତୁ ଗାଡ଼ି କିଣିବା ପରେ ଫସିଛନ୍ତି…

ରୋମାଞ୍ଚକର ସ୍ଥିତିରେ ଓଭାଲ ଟେଷ୍ଟ, ଆଜି କମାଲ୍ କରିପାରେ ଭାରତ !

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ବିଜୟ ଲକ୍ଷ୍ୟ । ବିଜୟ ଲକ୍ଷ୍ୟକୁ ପିଛା କରୁଛି ଇଂଲଣ୍ଡ । ୧ ୱିକେଟ ହରାଇ ୫୦ ରନ୍ ସଂଗ୍ରହ କରିଛି । ବେନ ଡକେଟ ୩୪ ରନ କରି ଅପରାଜିତ ଅଛନ୍ତି । ଭାରତକୁ ଜିତିବା ପାଇଁ ୯ ଓ୍ପିକେଟ…

ଭାରତ-ଇଂଲଣ୍ଡ ୫ ଟେଷ୍ଟ : ଓଭାଲରେ ବୋଲରଙ୍କ ରାଜୁତି, ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଭାରତ

ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ୧୫ ୱିକେଟର ପତନ । ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଦି ଓଭାଲରେ ଚାଲିଥିବା ଅନ୍ତିମ ଟେଷ୍ଟରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ୨୪୭ ରନରେ ଅଲଆଉଟ୍ ହୋଇଛି ଇଂଲଣ୍ଡ । ଭାରତ ପାଇଁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ…

ଓଭାଲ ଟେଷ୍ଟ : ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ, ଭାରତ କରିବ ବ୍ୟାଟିଂ

ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ତଥା ୫ମ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଫଳରେ ଭାରତ ବ୍ୟାଟିଂ କରୁଛି । ଓଭାଲରେ ହାଲକା ବର୍ଷା ହେଉଥିଲା। ଭାରତୀୟ ଟିମ୍ ୪ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ । ବୁମରା, ପନ୍ତ, ଅଶୁଂଲ…

ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ମ୍ୟାଚ୍, ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ

ଆଜିଠୁ ଓଭାଲ ଟେଷ୍ଟ । ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବେ ଭାରତ-ଇଂଲଣ୍ଡ । କେନିଂଟନ ଓଭାଲ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ । ୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି…

ଓଭାଲ ଟେଷ୍ଟରୁ ବାଦ୍ ପଡିଲେ ବେନ ଷ୍ଟୋକ୍ସ, ଓଲି ପୋପଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଓଭାଲରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଇଂଲଣ୍ଡ ନିଜ ଟିମରେ ୪ଟି ପରିବର୍ତ୍ତନ କରିଛି । ଆହତ କାରଣରୁ ଅଧିନାୟକ ବେନ ଷ୍ଟୋକ୍ସ ପଞ୍ଚମ…

ଓଭାଲ ଟେଷ୍ଟରେ ପୂର୍ବରୁ ଗୌତମ ଗମ୍ଭୀର ଓ ପିଚ୍ କ୍ୟୁରେଟର ମଧ୍ୟରେ ବାକ୍ ଯୁଦ୍ଧ, ସୀତାଂଶୁ କୋଟାକ ହସ୍ତକ୍ଷେପ ପରେ…

ଆସନ୍ତାକାଲିରୁ ଲଣ୍ଡନର ଓଭାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ୫ମ ତଥା ଟେଷ୍ଟ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ କିନ୍ତୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି । ମଙ୍ଗଳବାର କିଆ ଓଭାଲରେ ଭାରତୀୟ ଦଳ ଇଛାଧୀନ ଅଭ୍ୟାସ କରିବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ…

ଇଂଲଣ୍ଡର ବିଶାଳ ସ୍କୋର ଜବାବରେ ଲଢ଼ୁଛି ଭାରତ, ଗିଲ୍ ଏବଂ ରାହୁଲ ମିଶି କଲେ ରେକର୍ଡ

ଇଂଲଣ୍ଡର ବିଶାଳ ସ୍କୋର ଜବାବରେ ଲଢ଼ୁଛି ଭାରତ । ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୧୭୪ ରନ ସଂଗ୍ରହ କରିଛି । ଅଧିନାୟକ ଶୁବମନ ଗିଲ୍ ଓ କେଏଲ ରାହୁଲଙ୍କ ଲଢ଼ୁଆ ବ୍ୟାଟିଂ । ଗିଲ୍ ୭୮ ଓ ରାହୁଲ ୮୭ ରନ କରି କ୍ରିଜରେ ଅଛନ୍ତି ।…