ICC ପ୍ଲେୟାର ଅଫ ଦ ମନ୍ଥ ହେଲେ ଯଶସ୍ୱୀ ଜୟସ୍ୱାଲ, ଇଂଲଣ୍ଡକୁ ଦେଇଥିଲେ ମାତ୍
ଇଂଲଣ୍ଡକୁ ଟେଷ୍ଟ ସିରିଜରେ ଧୂଳି ଚଟାଇଥିବା ଯୁବ ଭାରତୀୟ ଖେଳାଳିଙ୍କୁ ମିଳିଛି ଆଇସିସି ପ୍ଲେୟାର ଅଫ ଦ ମନ୍ଥ । ଯଶସ୍ୱୀ ଜୟସ୍ୱାଲଙ୍କୁ ଏହି ଆଓ୍ଵାର୍ଡ ମିଳିଛି । ଆଇସିସି ଫେବୃଆରୀ ମାସ ପାଇଁ ୨୨ ବର୍ଷୀୟ ଯଶସ୍ୱୀ ଜୟସ୍ୱାଲଙ୍କୁ ଏହି ଆଓ୍ଵାର୍ଡ ପ୍ରଦାନ କରିଛି । ଯଶସ୍ୱୀ ଇଂଲଣ୍ଡ ବିପକ୍ଷରେ…