Browsing Tag

ind vs nz

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ରେକର୍ଡ କଲା ଭାରତ, ଏତେ ବଡ ବ୍ୟବଧାନରେ ପୂର୍ବରୁ କୌଣସି ମ୍ୟାଚ୍‌ ଜିତିନଥିଲା

ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୨-୧ରେ ବାଜି ମାରିନେଇଛି। ୧୬୮ ରନ ବ୍ୟବଧାନରେ ଜିତି ଭାରତ ରେକର୍ଡ କରିଛି । ଏତେ ବଡ ରନ ବ୍ୟବଧାନରେ ଇଣ୍ଡିଆ କୌଣସି ଟି-୨୦ ମ୍ୟାଚ୍‌ ଜିତିନଥିଲା । ଏହା ପୂର୍ବରୁ ଭାରତ ଆୟରଲାଣ୍ଡ ବିପକ୍ଷରେ ୧୪୩ ରନ ବ୍ୟବଧାନରେ ବିଜୟ ହାସିଲ କରିଥିଲା।…

ହାର୍ଦ୍ଦିକ ଭାଇ ମୋତେ ସ୍ୱାଭାବିକ ଭାବେ ଖେଳିବାକୁ କହିଥିଲେ : ଶୁଭମନ ଗିଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତି କମାଲ କରିଛି ଟିମ୍‌ ଇଣ୍ଡିଆ। ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ଶୁଭମନ ଗିଲ୍‌ । ୧୨୬ ରନ୍‌ କରି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ନିଜର ଇନିଂସକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ ବୟାନ ଦେଇଛନ୍ତି ଶୁଭମନ । ମ୍ୟାଚ୍‌ ସରିବା ପରେ…

ଶେଷ ଟି-୨୦ ପୂର୍ବରୁ ଶାହରୁଖଙ୍କ ଫିଲ୍ମ ‘ପଠାନ ’ ଦେଖିଲେ ଟିମ୍‌ ଇଣ୍ଡିଆର ଖେଳାଳି, ଭାଇରଲ ହେଉଛି ଫଟୋ

ବକ୍ସ ଅଫିସରେ ବଲିଉଡ ଫିଲ୍ମ ‘ ପଠାନ’ ଜବରଦସ୍ତ ଆୟ କରିବାରେ ଲାଗିଛି । ଜାନୁଆରୀ ୨୫ରେ ରିଲିଜ ହୋଇଥିବା ଏହି ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ୬ ଦିନରେ ୬୦୦ କୋଯି ପାର କରିଛି। ଏହା ମଧ୍ୟରେ ବଲିଉଡ ଫିଲ୍ମର ଦିଓ୍ଵାନା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ । ମଙ୍ଗଳବାର ଦିନ ଟିମ୍‌…

ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି, ଅନ୍ତିମ ମ୍ୟାଚରେ ହେବ ଜୋରଦାର ଲଢେଇ

ଭାରତୀୟ କ୍ରିକେଟ ଟିମ୍‌ ଆଜି ତୃତୀୟ ଟି-୨୦ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ସିରିଜ ୧-୧ରେ ବରାବର ରହିଛି । ଆଜି ଅହମଦାବାଦ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ…

ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢାଇଲେ ଧୋନି, ପ୍ଲେୟାରଙ୍କୁ ଦେଲେ ଖାସ୍‌ ଟିପ୍ସ

ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ରାଞ୍ଚିରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଛନ୍ତି ମହେନ୍ଦ୍ର ସିଂ ଧୋନି । ହାର୍ଦ୍ଦିକଙ୍କ ନେତୃତ୍ୱରେ ଆଜି ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଟି-୨୦…

ଟି-୨୦ ପୂର୍ବରୁ ଧୋନିଙ୍କୁ ଗୁରୁମନ୍ତ୍ର, ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଘରକୁ ଡାକି ଡିନର ପାର୍ଟି ଦେଲେ ଧୋନି

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଭାରତ ଜିତିବା ପରେ ଟି-୨୦ ମ୍ୟାଚ୍‌କୁ ନେଇ ଅନେକ ଉତ୍ସାହ ରହିଛି । ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ରାଞ୍ଚିରେ ଗତକାଲି ସନ୍ଧ୍ୟାରୁ ପହଞ୍ଚିଗଲାଣି । ଦୁଇଟି ଯାକ ଟିମ୍‌ ପଞ୍ଚତାରକା ହୋଟେଲରେ ରହିଛନ୍ତି। କିନ୍ତୁ ରାଞ୍ଚି ଯାଇଛନ୍ତି ଆଉ ଧୋନି କିଭଳି…

ନ୍ୟୁଜିଲାଣ୍ଡକୁ ପଛରେ ପକାଇଲା ଭାରତ, ଦିନିକିଆ ରାଙ୍କିଂରେ ନଂ ୧ ହେଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ କରିବା ପରେ ଦିନିକିଆ କ୍ରିକେଟର ଭାରତ ନଂ ୧ ହୋଇଛି । ଶେଷ ଦିନିକିଆକୁ ୯୦ ରନରେ ଜିତିବା ପରେ ଭାରତ ଶୀର୍ଷ ସ୍ଥାନ ଅଧିକାର କରିଛି । ଭାରତ ନଂ ୧ ସ୍ଥାନକୁ ଆସିବା ପରେ ନ୍ୟୁଜିଲାଣ୍ଡ ୪ ନଂ ସ୍ଥାନକୁ ଖସିଛି । ଆଇସିସି ଦିନିକିଆ…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ଦୁଇ ଓପନର ମାରିଲେ ଶତକ, ନ୍ୟୁଜିଲାଣ୍ଡକୁ ଦେଲେ ୩୮୬ ରନର ଟାର୍ଗେଟ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ୩୮୬ ରନର ଟାର୍ଗେଟ ଦେଇଛି ଭାରତ । ୫୦ ଓଭର ସୁଦ୍ଧା ୯ ଓ୍ଵିକେଟ ହରାଇ ୩୮୫ ରନ କରିଛି…

ତୃତୀୟ ଦିନିକିଆ ପୂର୍ବରୁ ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି । ଭାରତୀୟ କ୍ରିକେଟ ଟିମର କିଛି ଖେଳାଳି ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି…

ମ୍ୟାଚ୍‌ ମଝିରେ ପଡିଆକୁ ଦୌଡି ଆସି ରୋହିତଙ୍କୁ ଜାବୁଡି ଧରିଲେ ଫ୍ୟାନ୍‌, ସିକ୍ୟୁରିଟି ଗାର୍ଡକୁ ଏମିତି ରୋକିଦେଲେ…

ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୮ ଓ୍ଵିକେଟରେ ଜିତିଛି ଭାରତ । ହେଲେ ଏହି ମ୍ୟାଚ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାରତ ବ୍ୟାଟିଂ କରୁଥିବା ସମୟରେ ରୋହିତ ଶର୍ମାଙ୍କୁ ସାକ୍ଷାତ କରିବା ପାଇଁ ମଇଦାନକୁ ଦୌଡି ଆସିଥିଲା ଜଣେ କୁନି ଫ୍ୟାନ୍‌ ।…

ଭାରତୀୟ ବୋଲରଙ୍କ କମାଲ, ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ କବଜା କଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଆଗୁଆ କବଜା କଲା ଭାରତ । ରାୟପୁରରେ ଦ୍ୱିତୀୟ ଓ୍ଵାନ୍ ଡେକୁ ୮ ଓ୍ଵିକେଟର ଜିତି ୨-୦ରେ ସିରିଜ ହାତେଇଛି । ୧୦୯ ରନ୍ ସହଜ ବିଜୟକୁ ମାତ୍ର ୨ ଓ୍ଵିକେଟ ରେ ହାସଲ କରିଥିଲା ଭାରତ । ରୋହିତ ଶର୍ମା ସର୍ବାଧିକ ୫୧ ରନ୍ କରିଥିବା ବେଳେ ଶୁଭମନ୍ ଗିଲ୍…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ : ଭାରତୀୟ ବୋଲର କଲେ କମାଲ୍‌, ୧୦୮ ରନରେ ଅଲଆଉଟ ହେଲା ନ୍ୟୁଜିଲାଣ୍ଡ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ମ୍ୟାଚରେ ୧୦୮ ରନରେ ଅଲଆଉଟ୍‌ ହେଲା ନ୍ୟୁଜିଲାଣ୍ଡ । ଦ୍ୱିତୀୟ ଦିନିକିଆ ମ୍ୟାଚ ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ଘାତକ ବୋଲିଂ ସାମ୍ନାରେ ତିଷ୍ଠି ପାରିନଥିଲା ନ୍ୟୁଜିଲାଣ୍ଡ। ୧୦୮ ରନରେ ଅଲଆଉଟ୍‌…