Browsing Tag

IND vs NZ 2nd Test

ମୁମ୍ବାଇ ଟେଷ୍ଟରେ ଭାରତର ଦମଦାର ବିଜୟ, ୧-୦ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିଅମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍‌ ଇଣ୍ଡିଆ। ଆଜି ଚତୁର୍ଥ ଦିନ ଖେଳରେ ୫ଟି ଓ୍ଵିକେଟ ନେଇଥିଲା ଟିମ୍‌ ଇଣ୍ଡିଆ। ତୃତୀୟ ଦିନ ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ ହରାଇ ୧୪୦ ରନ୍‌…

ନ୍ୟୁଜିଲାଣ୍ଡ ଆଗରେ ୫୪୦ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ୨୭୬ ରନ କରି ପାଳି ଘୋଷଣା କଲା ଇଣ୍ଡିଆ

ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ ୫୪୦ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ। ୱାଙ୍ଖଡେ ଟେଷ୍ଟରେ ତୃତୀୟ ଦିନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ପାଳିରେ ୭ ୱିକେଟରେ ୨୭୬ ରନ କରି ପାଳି ଘୋଷଣା କରିଛି। ପୂର୍ବରୁ ପ୍ରଥମ ପାଳିରେ ଭାରତୀୟ ଦଳ ୩୨୫ରନ କରି ଥିବା ବେଳେ କ୍ୱିୱି ଟିମ୍‌ ମାତ୍ର ୬୨ ରନରେ…

ମୁମ୍ବାଇ ଦ୍ୱିତୀୟ ଟେଷ୍ଟ: ଟିମ୍‌ ଇଣ୍ଡିଆ ୪୦୦ ରନ୍‌ ଲିଡ୍‌ ପାର

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିଅମରେ ଚାଲିଛି। ଆଜି ଟେଷ୍ଟ ମ୍ୟାଚର ତୃତୀୟ ଦିନ। ପ୍ରଥମ ଇନିଂସରେ ୧୦ ଓ୍ଵିକେଟ ହରାଇ ଟିମ୍‌ ଇଣ୍ଡିଆ ୩୨୫ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ କରି ଅଲଆଉଟ୍‌…

ଟିମ୍‌ ଇଣ୍ଡିଆ ବୋଲରଙ୍କ ଆଗରେ ଧରାଶାୟୀ ହେଲା ନ୍ୟୁଜିଲାଣ୍ଡ, ପ୍ରଥମ ଇନିଂସରେ ୬୨ ରନ୍‌ କରି ହେଲା ଅଲଆଉଟ୍‌

ମୁମ୍ବାଇ ଓ୍ଵାଙ୍ଖେଡ ଷ୍ଟାଡିଅମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଧରାଶୟୀ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କ ଦମଦାର ବୋଲିଂ ବଳରେ ଭାରତ ୩୨୫ରେ ଅଲଆଉଟ ହୋଇଯାଇଥିଲା ଭାରତ । ଏଜାଜ୍‌ ପଟେଲ ଏକୁଟିଆ ୧୦ଟି ଓ୍ଵିକେଟ ନେଇ ଭାରତର ବ୍ୟାଟିଂ…

ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କଲେ ଏଜାଜ୍‌ ପଟେଲ, ନିଜ ନାମରେ କଲେ ୧୦ଟି ଯାକ ଓ୍ଵିକେଟ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିଅମରେ ଖେଳାଯାଉଛି। ପ୍ରଥମ ଦିନ ଟିମ୍‌ ଇଣ୍ଡିଆ ୪ ଉଇକେଟ ହରାଇ ୨୨୧ ରନ କରିଥିଲା। ଏହି ୪ଟି ଉଇକେଟ ଭାରତୀୟ ବଂଶୋଦ୍ଭବ ଏଜାଜ୍‌ ପଟେଲ ନେଇଥିଲେ। କିନ୍ତୁ ଆଜି ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ଖେଳ…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଭାରତର ୬ଟି ଓ୍ଵିକେଟ ନେଲେ ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଆଜି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପ୍ରଥମ ଦିନ ଖେଳ ଶେଷ…