ଟି-୨୦ ପୂର୍ବରୁ ଧୋନିଙ୍କୁ ଗୁରୁମନ୍ତ୍ର, ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଘରକୁ ଡାକି ଡିନର ପାର୍ଟି ଦେଲେ ଧୋନି
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଭାରତ ଜିତିବା ପରେ ଟି-୨୦ ମ୍ୟାଚ୍କୁ ନେଇ ଅନେକ ଉତ୍ସାହ ରହିଛି । ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ରାଞ୍ଚିରେ ଗତକାଲି ସନ୍ଧ୍ୟାରୁ ପହଞ୍ଚିଗଲାଣି । ଦୁଇଟି ଯାକ ଟିମ୍ ପଞ୍ଚତାରକା ହୋଟେଲରେ ରହିଛନ୍ତି। କିନ୍ତୁ ରାଞ୍ଚି ଯାଇଛନ୍ତି ଆଉ ଧୋନି କିଭଳି…