Browsing Tag

IND vs PAK

ମହିଳା ବିଶ୍ବକପରେ ଭାରତ-ପାକିସ୍ତାନ ଟକ୍କର : ବ୍ୟାଟିଂ କରିବ ଭାରତ, ହ୍ୟାଣ୍ଡସେକ କଲେନି ଦୁଇ ଅଧିନାୟକ

କଲମ୍ବୋ : ଆଜି ମହିଳା ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା କଲମ୍ବୋରେ ଖେଳାଯାଉଛି । ଟସ୍ ଜିତି ପାକିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ କରିବ । ଟସ୍ ସମୟରେ ଭାରତୀୟ ଅଧନାୟକ ହରମନପ୍ରୀତ କୌର ପାକିସ୍ତାନ ଟିମର ଅଧିନାୟକ ସହିତ ହାତ…

ମହିଳା ବିଶ୍ବକପ: ଆଜି ଭାରତ-ପାକିସ୍ତାନ ମହାମୁକାବିଲା, କଲମ୍ବୋରେ ଖେଳାଯିବ ମ୍ୟାଚ୍

କଲମ୍ବୋ : ମହିଳା ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ଶ୍ରୀଲଙ୍କା କଲମ୍ବୋରେ ଖେଳାଯିବ ମ୍ୟାଚ । କ୍ୟାପଟେନ୍ ହରମନପ୍ରୀତଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଦଳ । ପାକିସ୍ତାନ ଉପରେ ଭାରତର ପଲ୍ଲା ସବୁବେଳେ ଭାରି ରହିଛି…

ACC ମିଟିଂରେ ବାହାରିପାରିଲାନି ଏସିଆ ଟ୍ରଫି ବିବାଦ ନିଷ୍କ୍ରର୍ସ, ୫ଟି ଏସିଆ ଦେଶର କ୍ରିକେଟ ବୋର୍ଡ ନେବ ନିଷ୍ପତ୍ତି

ଏସିଆ କପ ୨୦୨୫ ଫାଇନାଲ ଭାରତ ଜିତିଛି । ହେଲେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଏବେ ଥମିବାରେ ନାଁ ଧରୁନି । ନେଉନି । ଏସିଆ କପ୍ ଟ୍ରଫି ଭାରତ ଜିତିବା ପରେ ଟ୍ରଫି ଆଣିନଥିଲା ଭାରତ । ଏସିଆନ କ୍ରିକେଟ କାଉନସିଲ (ଏସିସି)ଙ୍କ ମଙ୍ଗଳବାର ବୈଠକରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି…

ଏସିଆ କପ ଜିତିବା ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା, ବିସିସିଆଇ ଦେଲା ୨୧ କୋଟି ଟଙ୍କା

ମୁମ୍ବାଇ : ଏସିଆ କପ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇବା ପରେ ଟିମ୍ ଇଣ୍ଡିଆକୁ ୨୧ କୋଟି ଟଙ୍କା ପୁରସ୍କାର ରାଶି ଦେଇଛି ବିସିସିଆଇ । ଉଭୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଏହି ପୁରସ୍କାର ପାଇଛନ୍ତି। ବିସିସିଆଇ ଅଫିସିଆଲ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ପୁରସ୍କାର ଘୋଷଣା…

‘ଖେଳ ମଇଦାନରେ ଅପରେସନ ସିନ୍ଦୂର’, ଏସିଆ କପରେ ଭାରତ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ଏସିଆ କପ୍ ଫାଇନାଲରେ ଭାରତର ଚିତ୍ତାକର୍ଷକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ବିଜୟକୁ ଅପରେସନ ସିନ୍ଦୂର ସହ ତୁଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଖେଳ ପଡ଼ିଆରେ ‘ଅପରେସନ ସିନ୍ଦୂର’ । ଫଳାଫଳ ସମାନ-…

ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ପାଇଁ ଦୁବାଇ ଷ୍ଟାଡିୟମ ହାଉସଫୁଲ୍, ବିକ୍ରି ହୋଇସାରିଛି ସମସ୍ତ ଟିକେଟ୍

ଦୁବାଇ : ଭାରତ-ପାକିସ୍ତାନ ୮ ବର୍ଷ ପରେ କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପରସ୍ପର ସହିତ ମୁହାମୁହିଁ ହେଉଛନ୍ତି । ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଶେଷ ଥର ପାଇଁ ଦୁଇ ଟିମ୍ ମଧ୍ୟରେ ଟାଇଟଲ ପାଇଁ ଲଢେଇ ହୋଇଥିଲା । ଏଥିରେ ପାକିସ୍ତାନ ବାଜି ମାରିଦେଇଥିଲା । ଏବେ ଟିମ୍ ଇଣ୍ଡିଆ…

ଆଜି ଏସିଆ କପ୍ ଫାଇନାଲରେ ମହାଲଢେଇ, ଶତ୍ରୁ ଦେଶକୁ ଜବାବ ଦେବାକୁ ପ୍ରସ୍ତୁତ ସୂର୍ଯ୍ୟବାହିନୀ

ଦୁବାଇ : ଏସିଆ କପ୍ ୨୦୨୫ରେ ଭାରତୀୟ ଟିମ୍ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଭଲ ପ୍ରଦର୍ଶନ କରୁଛି । ସୁପର-୪ରେ ଅଜେୟ ଅଭିଯାନକୁ ବଜାୟ ରଖିବା ସହିତ ଫାଇନଲାରେ ସ୍ଥାନ ବଜାୟ ରଖିଛି । ଆଜି ସୁପର ସଣ୍ଡେରେ ସୁପର ସୋ । ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ବନ୍ଦ୍ବୀ…

ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି, କାଟିଲା ୩୦% ମ୍ୟାଚ୍ ଫି

ଦୁବାଇ : ଚଳିତ ଏସିଆ କପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଣ୍ଡିତ ହୋଇଛନ୍ତି । ଗତ ୧୪ରେ ଦୁବାଇରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଲିଗ ମ୍ୟାଚରେ ଭାରତ ବିଜୟୀ ପରେ ସୂର୍ଯ୍ୟକୁମ‌ାର ଯାଦବଙ୍କ ବୟାନକୁ ନେଇ ଆଇସିସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମ୍ୟାଚ ରେଫରୀ…

ଏସିଆ କପ୍ ଫାଇନାଲ ପୂର୍ବରୁ ଭାରତ ପାଇଁ ବଡ଼ ଝଟକା, ଅଭିଷେକ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଆହତ

ଦୁବାଇ : ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ୨୮ ସେପ୍ଟେମ୍ବରରେ ଏହି ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଏହାରି ଭିତରେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସବୁ ଆହତ ହୋଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରେ ଅଭିଷେକ ଶର୍ମା,…

ପାକିସ୍ତାନର ଦୁଇ ଖେଳାଳିଙ୍କ ଉପରେ ଅଭିଯୋଗ ଆଣିଲା ବିସିସିଆଇ, ଆଇସିସି ନିକଟରେ ହେଲା ଫେରାଦ

ଦୁବାଇ : ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ଭାରତ-ପାକିସ୍ତାନ ସୁପର-୪ ମ୍ୟାଚରେ ଦୁଇ ଖେଳାଳିଙ୍କ ଆଚରଣରେ ବିସିସିଆଇ ନିରାଶ ହୋଇଛି । ଦୁଇ ପାକ କ୍ରିକେଟରଙ୍କ ନାଁରେ ବିସିସିଆଇର ଅଭିଯୋଗ । ହାରିସ ଓ ସାହିବଜାଦାଙ୍କ ବିରୋଧରେ ଉତ୍ତେଜନାମୂଳକ…

ଏହା ନୂଆ ଭାରତ, ଯଦି ଆଗ ଆରମ୍ଭ କରିବ… ପାକିସ୍ତାନୀ ଟିମର ବ୍ୟବହାର ପରେ ଇରଫାନ ପଠାନ ନେଲେ ଏମିତି କ୍ଲାସ୍

ଦୁବାଇ : ଏସିଆ କପରେ ସୁପର-4 ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ଭାରତ ଜିତିବା ପରେ ବିବାଦ ଆରମ୍ଭ ହୋଇଯାଇଛି । ମ୍ୟାଚରେ ସାହିବଜାଦା ଫରହାନଙ୍କର ସେଲିବ୍ରେସନ ଓ ହାରିସ ରାଉଫଙ୍କ ଲଜ୍ଜାଜନକ ବ୍ୟବହାର ପରେ ଭାରତରେ ବୟକଟ୍ ଦାବି ଜୋର ଧରିଲା । ସାହିବଜାଦାଙ୍କ ବ୍ୟାଟ୍ ଧରି…

ଭାରତ ସହିତ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ନୂଆ ଚାଲ୍, ରଦ୍ଦ କଲା ପ୍ରେସ କନଫରେନ୍ସ, ଟିମ ସହ ଯୋଡି ହେଲେ ନୂଆ ସଦସ୍ୟ

ଦୁବାଇ: ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ରାତି ୮ଟାରେ ମ୍ୟାଚ ଖେଳାଯିବ । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜ ମ୍ୟାଚରେ ପାକିସ୍ତାନ ଟିମକୁ ୭ ୱିକେଟରେ ହରାଇଥିଲା । ଏବେ ସୂର୍ଯ୍ୟ ବ୍ରିଗେଡ ପୁଣି…