Browsing Tag

ind vs west indies

ଯଶ୍ୱସୀଙ୍କ ବ୍ୟାଟିଂ କୋଚ୍‌ ହେଲେ ବିରାଟ, ଭାଇରଲ ହେଉଛି ଭିଡିଓ

ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୨ ଜୁଲାଇରୁ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଟିମ୍‌ ଇଣ୍ଡିଆ ୧୦ ଦିନ ଆଗରୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ୨ ଦିନ ବିଶ୍ରାମ କରିବା ପରେ ଖେଳାଳି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଟେଷ୍ଟ ସିରିଜ ପାଇଁ ଟିମ୍‌ ଇଣ୍ଡିଆରେ କିଛି ନୂଆ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ । ପାଞ୍ଚ ଟିକିଆ ସିରିଜ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଗତ କିଛି ସିରିଜରେ ବିରାଟଙ୍କ ଖରାପ ଫର୍ମକୁ ନେଇ ଅନେକ ଚର୍ଚ୍ଚା…

ବାରବାଟୀ ମ୍ୟାଚ୍‌ ପରେ ଆଜି ଭୁବନେଶ୍ୱରରୁ ଫେରୁଛନ୍ତି ଭାରତ ଓ ଇଣ୍ଡିଜ ଦଳର ଖେଳାଳି

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାରବାଟୀ ବିଜୟ ପରେ ଆଜି ଫେରୁଛନ୍ତି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ର ଖେଳାଳିମାନେ । ସକାଳ ବେଳା କିଛି ଖେଳାଳି ଫେରି ଯାଇଥିବା ବେଳେ ଆଉ କିଛି ସମୟ ଭିତରେ ଅନ୍ୟ ଖେଳାଳିମାନେ ବିମାନରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ । ଭାରତୀୟ ଦଳର ଅଧିନାୟକ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ଭାରତ ୧-୦ରେ ସିରିଜ୍‌ ଆଗୁଆ ଥିବାରୁ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ । ସେହିପରି ୱେଷ୍ଟଇଣ୍ଡିଜ୍‌ ଦଳ ମ୍ୟାଚ୍‌ ଜିତି ସିରିଜ୍‌ ବରବାର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବର୍ଷା ଯୋଗୁ…

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ, ୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ ୭ ଓ୍ଵିକେଟ୍‌ ହରାଇ ୨୭୯…