Browsing Tag

independence day

ଦସ୍ତଖତକାରୀଙ୍କ ଅଜବ ଅନୁରୋଧ, କାହିଁକି ଲେଖିଲେ ‘କଲେକ୍ଟର ସାର୍ ପ୍ଲିଜ୍ ଗିଭ୍ ମି ଟୁ ଲାଖ୍ ରୁପିସ୍‌’?

ଗଜପତି: ଦେଶ ପାଳୁଛି ୭୮ ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇଛନ୍ତି । ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଏକ ଭିନ୍ନ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି । ଆଉ ଏହି…

କିସ୍‌ ଆବାସିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗୀର : ବଲାଙ୍ଗୀର କିସ୍‌ ଆବାସିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ କିସ୍‌ ଆବାସିକ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ପ୍ରମୋଦ କୁମାର ସାହୁ ଯୋଗଦେଇ ଥିଲେ । ଏହି ମହାନ ଦିବସରେ ଦେଶ ମାତୃକାର ସୁରକ୍ଷା ପାଇଁ ଜୀବନ ଦେଇଥିବା…

 ସ୍ୱାଧୀନତା ଦିବସ ପାଳନ ବେଳେ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ, ଅସହ୍ୟ ଗରମ ଯୋଗୁଁ ଏଭଳି ହୋଇଥିବା ଡାକ୍ତରଙ୍କ ସୂଚନା

ବେଗୁନିଆ,ଆନନ୍ଦପୁର,ନୟାଗଡ : ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ବେଳେ ଛାତ୍ରଛାତ୍ରୀ ଅସୁସ୍ଥ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ କିଛି ଛାତ୍ରଛାତ୍ରୀ ଅଚେତ ହେବା ସୂଚନା ମିଳିଛି । ଆମ୍ବୁଲାନ୍ସ ନ ମିଳିବାରୁ ବାଇକ୍ ଓ ବିଧାୟକଙ୍କ ଗାଡ଼ିରେ ଛାତ୍ରୀ ମେଡିକାଲ ଗଲେ । ସେହିପର ଆନନ୍ଦପୁର…

ସ୍ୱାଧୀନତା ଦିବସ ଅବସରରେ ଖାସ୍‌ ଡୁଡଲ୍ ତିଆରି କରିଛି ଗୁଗଲ୍‌

ଭାରତ ୭୮ତମ ସ୍ୱାଧୀନତା ଦିବସକୁ ଉତ୍ସାହର ସହିତ ପାଳନ କରୁଛି । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାରି ଭିତରେ…

ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିତ, ନବୀନ ପଟ୍ଟନାୟକ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର  :ଶଙ୍ଖଭବନରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ…

ଦିଲ୍ଲୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ବିକଶିତ ଭାରତର ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନାରୀ…

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରୁ ବିକଶିତ ଭାରତର ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରଖାଯାଇଛି । ବିକଶିତ ଭାରତ କେବଳ ଭାଷଣ ନୁହେଁ, ଦେଶବାସୀ ଚାହିଁଲେ ବିକଶିତ ଭାରତ ଗଠନ ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି…

ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବି

ଭୁବନେଶ୍ୱର : ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗ । ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡିଶାବାସୀଙ୍କ ସେବା…

ପ୍ରେରଣାର ଉତ୍ସ ପାଲଟିଛନ୍ତି ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ

ଭଦ୍ରକ: ଭାରତର ମୁକ୍ତି ସଂଗ୍ରାମ ବେଳେ ଭଦ୍ରକ ଜିଲ୍ଲାର ସଂଗ୍ରାମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ସ୍ୱାଧୀନତାର ୭୮ ବର୍ଷ ଭିତରେ ସେହି ସଂଗ୍ରାମୀମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିଲା ବେଳେ ଖୁବ କ୍ୱଚିତ ସଂଗ୍ରାମୀ ଏବେ ବି ବଞ୍ଚି ରହି ପ୍ରେରଣାର ଉତ୍ସ ପାଲଟିଛନ୍ତି ।…

୭୮ତମ ସ୍ବାଧୀନତା ଦିବସ, ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରଥମ ଥର ପତାକା ଉତ୍ତୋଳନ କରିବେ ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି । ସକାଳ ୯ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ପରେ ମିଳିତ…

ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ, ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ସାରା ଦେଶ। ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଉତ୍ସାହର ମାହୋଲ ଦେଖାଦେଇଛି । ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ । ପତାକା ଉତ୍ତୋଳନ କରି ଦେଶକୁ…

ଲାଲ୍‌କିଲ୍ଲାରେ ୭.୩୦ରେ ପତାକା ଉତ୍ତୋଳନ, ୭.୩୩ରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏଥର ଅଗଷ୍ଟ ୧୫ରେ ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲା ଦୁର୍ଗରୁ ଦେଶକୁ ସମ୍ବୋଧନ କରିବେ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୂଚନା ଅନୁସାରେ, ଏଥର ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲାରେ ସମାରୋହ…

ସ୍ୱାଧୀନତା ଦିବସ ପ୍ୟାରେଡରେ ଅତିଥି ଭାବେ ଯୋଗଦେବାକୁ ସୁକାନ୍ତି ଜେନାଙ୍କୁ ଆସିଛି ନିମନ୍ତ୍ରଣ

ପୁରୀ : ଛୋଟିଆ ସଂସାରଟେ । ବେଶ୍‌ ଖୁସିରେ ଚାଲିଥିଲା ତାଙ୍କ ଜୀବନ । କିନ୍ତୁ ହଠାତ୍‌ ଜୀବନରେ ଘୋଟିଗଲା କଳାବାଦଲ । ସତେ ଯେମିତି ତାଙ୍କ ପରିବାର ଉପରେ ଲାଗିଗଲା କାହାର ନଜର । ହସଖୁସିରେ ଚାଲୁଥିବା ପରିବାର ମୁହଁରେ ହଜିଗଲା ହସ । ଭଗବାନ ତାଙ୍କ ପାଖରୁ ତାଙ୍କ ସ୍ୱାମୀକୁ ଛଡ଼ାଇ ନେଲେ । ପରେ…