Browsing Tag

india and china

ଲଦାଖ ପରେ ଏବେ ତଓ୍ଵାଙ୍ଗ! LACରେ ବଢ଼ୁଛି ଭାରତ ଓ ଚୀନ ମଧ୍ୟରେ ବିବାଦ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଡ୍ରାଗନ…

ଗତ ୧ ବର୍ଷରୁ ଅଧିକ ସମୟ ହେବ ଭାରତ ଏବଂ ଚୀନ ମଧ୍ୟରେ ଏଲ୍‌ଏସି (LAC)ରେ ଚାଲିଥିବା ବିବାଦ କୌଣସି ମତେ ଥମିବାର ନାଁ ନେଉ ନାହିଁ। ଦୁଇ ଦେଶ ଭିତରେ ସୈନ୍ୟବାହିନୀ କମାଣ୍ଡର ସ୍ତରୀୟ ୧୩ ରାଉଣ୍ଡ ବୈଠକ ହୋଇ ସାରିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରି ନାହିଁ। ଏହାରି…

ଆଜି ଭାରତ-ଚୀନ ମଧ୍ୟରେ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଆଜି ହେବ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା । ସୂଚନା ଅନୁସାରେ ଏଥରର କଥାବାର୍ତ୍ତା ଅବଶିଷ୍ଟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ୱ ଦିଆଯିବ । ଏପଟେ ଚୀନ ସେନାର କିଛି ପ୍ଲାଟୁନ ଅକସାଇ ଚୀନ ଅଞ୍ଚଳକୁ ଗତି କରିବା…

୧୬ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ମଧ୍ୟରେ ଆଲୋଚନା, ଜାଣନ୍ତୁ କଣ କଣ ସବୁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ : ୧୬ ଘଣ୍ଟା ଧରି ଚାଲିଲା ଦଶମ ପର୍ଯ୍ୟାୟ ଭାରତ-ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନା। ଏହି ବୈଠକ ଶନିବାର ସକାଳ ୧୦ଟା ସମୟରୁ ଆରମ୍ଭ ହୋଇଥିଲା ଏବଂ ରାତି ୨ଟାରେ ସରିଲା। ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗସ୍‌, ଗୋଗରା ହାଇଟ୍‌ସ ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ…

ସୀମାରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ-ଚୀନ, ପଛକୁ ହଟିଲା ଟ୍ୟାଙ୍କ୍‌

ନୂଆଦିଲ୍ଲୀ :  ଦୀର୍ଘ ମାସ ପରେ ଭାରତ-ଚୀନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ଆଗାମୀ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ନିକଟରେ ଭାରତ-ଚୀନ ମଧ୍ୟରେ ହୋଇଥିବା…

ଚୀନ ସହିତ ଦୀର୍ଘ ୧୪ ଘଣ୍ଟାର ବୈଠକରେ ଭାରତ ପକ୍ଷରୁ କରାଯାଇଛି ଏହି ସବୁ ଦାବି

ପୂର୍ବ ଲଦାଖ ସ୍ଥିତ ଚୁଷୁଳ ଠାରେ ମଙ୍ଗଳବାର ଭାରତ ଓ ଚୀନ ମଧ୍ୟରେ ଲମ୍ବା ସମୟ ଧରି ଏକ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ପକ୍ଷର ଏହି ଆଲୋଚନା ପାଖାପାଖି ୧୪.୫ ଘଣ୍ଟା ଧରି ଚାଲିଥିଲା । ଏକ ବିଶେଷ ସୂତ୍ରରୁ ଜଣାଯାଇଛିକି ଦୁଇ ଦେଶ ମଧ୍ୟରେ ଏହି ବୈଠକ ସକାଳ ୧୧.୩୦ରୁ ଆରମ୍ଭ…

ଲଦାଖରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବୁଧବାରଠାରୁ ପୁଣି ଆରମ୍ଭ ହୋଇଯାଇଛି । ଦୁଇ ଦେଶର ସେନା ପୂର୍ବ ଲଦାଖରେ ମୁହାଁମୁହିଁ ହୋଇଛନ୍ତି । ଖବର ମୁତାବକ ଏହି ସମୟରେ ଭାରତ ଏବଂ ଚୀନ୍ ସେନା ଭିତରେ ବହୁ ସମୟ ଧରି ଧକ୍କା ମରାମରି ପରିସ୍ଥିତି ଲାଗି ରହିଥିଲା । ଏହି ଘଟଣାଟି ୧୩୪ କିମି…