Browsing Tag

india beat pakistan

ଏସୀୟ କ୍ରୀଡ଼ା : ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ସ୍କ୍ଵାଶରେ ପାକିସ୍ତାନକୁ ୨-୧ରେ ହରାଇଲା ଭାରତ

ଏସୀୟ କ୍ରୀଡ଼ା ସ୍କ୍ଵାଶ୍‌ରେ ପାକିସ୍ତାନକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିଛି । ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ସ୍ୱର୍ଣ୍ଣ ଜିତିଛି ଭରତ । ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଛି । ଏହା ଭାରତର ୧୦ମ ସ୍ୱର୍ଣ୍ଣ ପଦକ । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଥିଲା…

T20 World Cupରେ କାହିଁକି ସବୁ ଥର ପାକିସ୍ତାନକୁ ହରାଇ ଦେଇଥାଏ ଟିମ୍‌ ଇଣ୍ଡିଆ? ଜାଣନ୍ତୁ ଏହି ବଡ଼ କାରଣ

ଟି-୨୦ ବିଶ୍ୱ କପ୍‌ ୨୦୨୧ର ପ୍ରଥମ ମ୍ୟାଚ୍‌ରେ ଭାରତ, ପାକିସ୍ତାନ ଟିମ୍‌କୁ ସାମ୍ନା କରିବ। ଭାରତୀୟ ଟିମ୍‌ ଏହି ବିଶ୍ୱ କପ୍‌ ଜିତିବାର ସବୁଠାରୁ ବଡ଼ ଦାବିଦାର ରହିଛି। ତେବେ ୨୦୦୭ ପରଠାରୁ ଆଜି ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ କେବେ ବି ଟି-୨୦ ବିଶ୍ୱ କପ୍‌ର ଚାମ୍ପିୟନ ହୋଇପାରି ନାହିଁ। ଦଳ ନିଜର…

ପାକିସ୍ତାନକୁ ୧୦ ଓ୍ଵିକେଟ୍‌ରେ ହରାଇ ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଭାରତ

ପୋଚେଫଷ୍ଟ୍ରମ୍‌ (ଦକ୍ଷିଣ ଆଫ୍ରିକା): ପାକିସ୍ତାନ ଟାର୍ଗେଟ୍‌ ଦେଇଥିଲା ମାତ୍ର ୧୭୩ ରନ୍‌ । ଯାହା ଭାରତ ପାଇଁ ଅତି ଛୋଟିଆ ଥିଲା । ତେଣୁ ଦୁଇ ଓପ୍ନର୍‌ ହିଁ କାମ ସାରିଦେଲେ । ଆଉ ନିଜର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ହରାଇ ଆଇସିସି ୧୯ ବର୍ଷରୁ କମ୍‌…