ହକି ବିଶ୍ୱ କପ୍ : ଲଢ଼େଇ ହେଲା ଜୋରଦାର, ସାଇମନ୍ଙ୍କ ଶେଷ ଭାଗ ଗୋଲରେ ଭାରତ ସହ ମ୍ୟାଚ୍ ଡ୍ର ରଖିଲା ବେଲଜିୟମ୍
ଭୁବନେଶ୍ୱର (କେ ନ୍ୟୁଜ୍) : ଆଶା ଥିଲା ଭାରତ ଜିତିବ ବୋଲି । ହେଲେ ବେଲଜିୟମ କଡ଼ା ଟକ୍କର ଦେଲା ଓ ଶେଷ କ୍ଷଣରେ ଗୋଲ୍ ଶୁଝାଇବାକୁ ସକ୍ଷମ ହେଲା । ଭାରତକୁ ଡ୍ର’ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ସେହିପରି ଭାରତର ମ୍ୟାଚ୍ ଥିବାରୁ ଆଜି ଦର୍ଶକଙ୍କ ପ୍ରବଳ ଗହଳି ଥିଲା । ହେଲେ ଦଳ ୨-୧ରେ ଆଗୁଆ…