ବୟସ ମାତ୍ର ପାଞ୍ଚ ବର୍ଷ, ୪୦ ସେକେଣ୍ଡରେ ବିଷ୍ଣୁଙ୍କ ୨୪ ଅବତାରଙ୍କ ବିଷୟ କହି ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ…
ଖୋର୍ଦ୍ଧା(କେନ୍ୟୁଜ୍): କୁନି ମୁଣ୍ଡରେ ବିରାଟ ଜ୍ଞାନ । ନିଜର ବିଚକ୍ଷଣା ବୁଦ୍ଧି ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ୭ଟି ପ୍ରତିଯୋଗିତାରେ ଭାଗନେଇ କରିଛନ୍ତି ରେକର୍ଡ। ଏବେ ଏଭଳି ପ୍ରତିଭାକୁ ନେଇ ଚର୍ଚ୍ଚାରେ କୁନି ଝିଅ ।
ଖୋର୍ଦ୍ଧା ଜଟଣୀର ଯମୁନା ଗ୍ରାମର…