ଚୀନର ସର୍ତ୍ତାବଳୀକୁ ପ୍ରତ୍ୟାଖାନ କଲା ଭାରତ, LAC ପାଟ୍ରୋଲିଂରେ ଲାଗିବନି ଲଗାମ
ଚୀନର ସର୍ତ୍ତାବଳୀକୁ ପ୍ରତ୍ୟାଖାନ କଲା ଭାରତ। LACରେ ପାଟ୍ରୋଲିଂ କ୍ଷେତ୍ରକୁ ସୀମିତ ରଖିବାକୁ ମନା କଲା ଭାରତ । ଫିଙ୍ଗର-୪ରୁ ସେନା ପ୍ରତ୍ୟାହାର ପାଇଁ ପିପୁଲ୍ସ ଲିବରେସନ୍ ଆର୍ମି ବା PLA ତରଫରୁ ରଖାଯାଇଥିବା ସର୍ତ୍ତ ଗୁଡିକୁ ପ୍ରତ୍ୟାଖ୍ୟାନ କରାଯାଇଛି । PLA ତରଫରୁ ସର୍ତ୍ତ ରଖା ଯାଇଥିଲା…