Browsing Tag

india- china relationship

ଚୀନର ସର୍ତ୍ତାବଳୀକୁ ପ୍ରତ୍ୟାଖାନ କଲା ଭାରତ, LAC ପାଟ୍ରୋଲିଂରେ ଲାଗିବନି ଲଗାମ

ଚୀନର ସର୍ତ୍ତାବଳୀକୁ ପ୍ରତ୍ୟାଖାନ କଲା ଭାରତ। LACରେ ପାଟ୍ରୋଲିଂ କ୍ଷେତ୍ରକୁ ସୀମିତ ରଖିବାକୁ ମନା କଲା ଭାରତ । ଫିଙ୍ଗର-୪ରୁ ସେନା ପ୍ରତ୍ୟାହାର ପାଇଁ ପିପୁଲ୍ସ ଲିବରେସନ୍‌ ଆର୍ମି ବା PLA ତରଫରୁ ରଖାଯାଇଥିବା ସର୍ତ୍ତ ଗୁଡିକୁ ପ୍ରତ୍ୟାଖ୍ୟାନ କରାଯାଇଛି । PLA ତରଫରୁ ସର୍ତ୍ତ ରଖା ଯାଇଥିଲା…

ଛିଡ଼ୁଛି ସୀମା ବିବାଦ, ଧୀରେ ଧୀରେ ପଛକୁ ଫେରୁଛନ୍ତି ଭାରତ ଓ ଚୀନ ସୈନ୍ୟ

ପ୍ରାୟ ମାସେ ଧରି ଲାଗି ରହିଥିବା ସୀମା ବିବାଦରେ କିଛିଟା ପରିବର୍ତ୍ତନ ଆସିଛି ।  ଭାରତ ଓ ଚୀନ ଉଭୟ ପକ୍ଷର ସୈନ୍ୟ କିଛି ସ୍ଥାନରେ ପଛକୁ ହଟି ଯାଇଛନ୍ତି ।  ସୂଚନା ମୁତାବକ ଚୀନ ପକ୍ଷର ସୈନ୍ୟ ତିନୋଟି ସ୍ଥାନରେ ପଛକୁ ହଟିଥିବା ବେଳେ ଭାରତୀୟ ସୈନିକ ବି ନିଜ ତରଫରୁ ତିନୋଟି ସ୍ଥାନରେ ପଛକୁ ହଟି…