ଆଜି ଭାରତ-ଚୀନ୍ ମଧ୍ୟରେ ୯ମ କମାଣ୍ଡରସ୍ତରୀୟ ବୈଠକ, ସାମିଲ୍ ହେବେ ଉଚ୍ଚ ପ୍ରତିନିଧୀ
ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଏଯାଏ ସମାଧାନ ହୋଇନାହିଁ । ସେନା ପ୍ରତ୍ୟାହାର ନେଇ ଉଭୟ ଦେଶ ମଧ୍ୟରେ କୈାଣସି ସମାଧାନର ବାଟ ଫିଟିନାହିଁ । ଫଳରେ ଏଲ୍ଏସିରେ ଲାଗି ରହିଛି ଉତ୍ତେଜନାମୂଳକ ପରିସ୍ଥିତି । ତେବେ ଉଭୟ ଦେଶ ନିଜ ଯିଦ୍ରେ ଅଟଳ ଥବାରୁ ବୈଠକ ସଫଳ ହୋଇପାରିନାହିଁ ।…