Browsing Tag

india-china tensions

କମ୍ବୋଡିଆରେ ଚୀନ ନିର୍ମାଣ କଲା ମିଲିଟାରୀ ବେସ୍‌, ଭାରତକୁ ଘେରିବା ପାଇଁ ଚାଲ ହେବ ସହଜ

ନୂଆଦିଲ୍ଲୀ : ଚୀନ ସର୍ବଦା ଭାରତକୁ ଅସୁବିଧାରେ ପକାଇବା ପାଇଁ କିଛି ନା କିଛି ଚାଲ ଜାରି ରଖିଛି । ଏବେ କମ୍ବୋଡିଆରେ ଏକ ମିଲିଟାରୀ ବେସ ନିର୍ମାଣ କରିଛି । ଏହା ଭାରତର ନିକଟତମ ପଡୋଶୀ ରାଷ୍ଟ୍ର ହୋଇ ଥିବାରୁ ଏଠାରୁ ଭାରତକୁ ଘେରିବା ଚୀନର ଚାଲ ରହିଛି । ଏହା ଦ୍ୱାରା ଭାରତ ମହାସାଗରରେ ଚୀନ…

ବୋଲ ମାନୁନି ଚୀନ, ପାନେ ଦେବାକୁ ଭାରତ ହେଉଛି ସଜବାଜ,ସୀମାରେ ଘନଘନ ଉଡୁଛି ଲଢୁଆ ବିମାନ ମିଗ୍‌, ସୁଖୋଇ,ଆପାଚି

କେନ୍ୟୁଜ୍(ବ୍ୟୁରୋ): ହେବକି  ଭାରତ-ଚୀନ ଯୁଦ୍ଧ। ଭାରତ-ଚୀନ୍‌ ସୀମାରେ ବଢିଛି ବାୟୁସେନାର ଗତିବିଧି । ଘନଘନ ଉଡୁଛି ଲଢୁଆ ବିମାନ ଓ ହେଲିକପ୍‌ଟର । ଆଜି ଫରଓ୍ଵାର୍ଡ ଏୟାରବେସ୍‌ରେ ସାମରିକ ଅଭ୍ୟାସ କରିଛନ୍ତି ମିଗ୍‌, ସୁଖୋଇ ଓ ଆମେରିକାରୁ ଆସିଥିବା ଘାତକ ଆପାଚି ହେଲିକପ୍ଟର । ଗଲଓ୍ଵାନ…

ଚୀନ୍ ସୀମାରେ ଭାରତ ତାର ସ୍ପେସାଲ ଫୋର୍ସ ମୁତୟନ କରିଥିବା ସୂଚନା, ଏମାନେ ପାକିସ୍ତାନ ଉପରେ କରିଥିଲେ ସର୍ଜିକାଲ…

ନୂଆଦିଲ୍ଲୀ : କଥା ଶୁଣୁନି ଅମାନିଆ ଚୀନ୍ । ତେଣୁ ତାକୁ ଠିକଣା ଜବାବ ଦେବାକୁ ପ୍ରସ୍ତୁତି କାରି ସାରିଲାଣି ଭାରତ । ଆଜି ଏଥିପାଇଁ ଲଦାଖ ସୀମାରେ ଭାରତ ପକ୍ଷରୁ ସ୍ପେସାଲ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ପୂର୍ବ ଲଦାଖ ଏଲ୍‌ଏସିରେ ଗତ କିଛି ଦିନ ଧରି ଭାରତ ଓ ଚୀନ୍ ସେନା…