Browsing Tag

india conference

ସୀମାରେ ଚୀନକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଭାରତ, ସେନା କମାଣ୍ଡର ମାନଙ୍କ ସହ ବୈଠକ କରୁଛନ୍ତି ସେନାଧ୍ୟକ୍ଷ

ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗିରହିବା କାରଣରୁ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରବନେଙ୍କ ଅଧ୍ୟକ୍ଷତାରେ ସେନା ପ୍ରମୁଖ ମାନଙ୍କୁ ନେଇ ଏକ ଦୁଇ ଦିନିଆ ସମ୍ମେଳନ ଆୟୋଜନ କରାଯାଇଛି । ଏହି ବୈଠକରେ ତିନି ସେନାର ଶୀର୍ଷ କମାଣ୍ଡର ମାନେ ସାମିଲ ହୋଇଛନ୍ତି । ଏହି ବୈଠକରେ ଚିନର ଆକ୍ରମଣାତ୍ମକ…