Browsing Tag

india corona cases

ପୁଣି ଦେଶରେ କରୋନାର କାୟା: ୫ ହଜାର ଟପିଲା ଦୈନିକ ସଂକ୍ରମଣ, ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ଲମ୍ବା ଲମ୍ଫ। ୫ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ। ଯାହାକି ସେପ୍ଟେମ୍ବର ପରଠୁ ସର୍ବାଧିକ । ୬ଜଣଙ୍କ ଜୀବନ ନେଇଛି ଭାଇରସ। କର୍ଣ୍ଣାଟକରୁ ୨ଜଣ, କେରଳରୁ ଜଣେ, ମହାରାଷ୍ଟ୍ରରୁ ୨ ଓ ପଞ୍ଜାବରେ ଜଣଙ୍କ…

ଦେଶରେ କରୋନାର ଲମ୍ବା ଡିଆଁ: ପୁଣି ଦିନକରେ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ, ୩୮ ମୃତ

ନୂଆଦିଳ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ପୁଣି ୧୩ ହଜାର ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୧୮ ତାରିଖରେ ୧୩ ହଜାର ୨୧୬ କରୋନା ସଂକ୍ରମିତ ହୋଇଥିଲେ। ୪ଦିନର ବ୍ୟବଧାନ ପରେ ପୁଣି ୧୩ହଜାର ଟପିଛି ସଂକ୍ରମଣ। ଦିନକରେ ୩୮ ଜଣଙ୍କ…

ଦେଶରେ କରୋନାର ପୁଣି ଲମ୍ବା ଡିଆଁ: ଗତ ୨୪ ଘଣ୍ଟାରେ ୧୨ ହଜାର ୨୧୩ ପଜିଟଭ୍ ଚିହ୍ନଟ, ୧୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ଦୈନିକ ସଂକ୍ରମଣ ୧୨ହଜାର ପାର୍‌। ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୨ ହଜାର ୨୧୩। ୧୧ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଡେଲି ପଜିଟିଭିଟି ରେଟ୍‌ ରହିଛି ୨.୩୫ ପ୍ରତିଶତ। ଆକଟିଭ୍‌ କେସ୍‌ ୫୮ହଜାର ୨୧୫ରେ ପହଞ୍ଚିଛି। କରୋନାରୁ ସୁସ୍ଥ…

ଦେଶରେ ୨୪ ଘଣ୍ଟାରେ ୮ହଜାର ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪ମୃତ

ନୂଆଦିଲ୍ଲୀ(କେନ୍ୟୁଜ): କ୍ରମାଗତ ଦ୍ୱିତୀୟ ଦିନରେ ୮ହଜାର ଉପରେ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିନକରେ ସୁସ୍ଥ ହେଲେ ୪,୪୩୫ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍‌ କେସ୍‌ ୪୪,୫୧୩କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ…

୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୩୦ ହଜାର ୫୪୯ ପଜିଟିଭ୍, ୪୨୨ମୃତ

ନୂଆଦିଲ୍ଲୀ: ୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ। ଲଗାତର ୬ ଦିନ ପରେ ୪୦ ହଜାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ଯା। ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୩୦ ହଜାର ୫୪୯। ଏହା ସହିତ ଗତ ୨୪ ଘଣ୍ଟାରେ ୪୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।…

ଏବେ ବିଶ୍ୱରେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି କରୋନାର ତୃତୀୟ ଲହର: WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି କହିଛି WHO । WHO ମୁଖ୍ୟ କହିଛନ୍ତି ସାରା ବିଶ୍ୱରେ ଡେଲ୍‌ଟା ଭାରିଆଣ୍ଟର ଲହର । ୧୧୧ ଦେଶରେ ସାଂଘାତିକ ଭାବେ ବ୍ୟାପୁଛି ଡେଲ୍‌ଟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି ।…

ଦେଶରେ ୪୩ ହଜାର ୭୩୩ ହଜାର ପଜିଟିଭ୍‌ ଚିହ୍ନଟ, ୯୩୦ ମୃତ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ୪୩ ହଜାର ୭୩୩ ହଜାର ପଜିଟିଭ୍‌ ଚିହ୍ନଟ । ୨୪ ଘଣ୍ଟାରେ ୯୩୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁସ୍ଥ ହୋଇଛନ୍ତି ୪୭ ହଜାର ୨୪୦ ଜଣ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬ଲକ୍ଷ ୬୩ ହଜାର ୬୬୫ରେ ପହଂଚିଛି । ମୋଟ ମୃତ୍ୟୁସଂଖ୍ୟା ରହିଛି ୪ଲକ୍ଷ ୪…

ଦେଶରେ ୨୪ ଘଣ୍ଟାରେ ୭୦ ହଜାର ୪୨୧ ଜଣ କରୋନାରେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : କମୁଛି କରୋନା ଗ୍ରାଫ। ଦେଶରେ ୨୪ ଘଣ୍ଟାରେ ୭୦ ହଜାର ୪୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୭୨ ଦିନରେ ଏହା ସର୍ବନିମ୍ନ ସଂକ୍ରମଣ। ୩,୯୨୧ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୯ହଜାର ୫୦୧। ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୫ ଲକ୍ଷ…

୧୪ ଦିନରେ ପ୍ରାଣ ହରାଇଲେଣି ୫୦ ହଜାର କରୋନା ସଂକ୍ରମିତ, ଜାଣନ୍ତୁ ଆଜି ଦେଶରେ କେତେ ଅଛି ଦୈନିକ ସଂକ୍ରମଣ

ନୂଆଦିଲ୍ଳୀ : ଦେଶରେ ଗତ ୨୪ ଘଣ୍ଟାରେ ୪ ହଜାର ୨୦୫ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟାରେ ଏହା ରେକର୍ଡ । ପୂର୍ବରୁ ଶୁକ୍ରବାର ଦିନ ୪ ହଜାର ୧୮୭ ଜଣଙ୍କ ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୦ ହଜାର ଅତିକ୍ରମ କରିଛି । ସବୁଠୁ ବଡ଼ କଥା ହେଉଛି ଗତ ୧୪ ଦିନରେ କେବଳ…

ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ଜଣ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଂଘାତିକ । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ । ଏପ୍ରିଲ ୩୦ ତାରିଖରେ ୪ ଲକ୍ଷ ପାର କରିଥିଲା । ଦ୍ୱିତୀୟ ଥର ପାଇଁ…

ଭାରତରେ ସ୍ଥିତି ଅସମ୍ଭାଳ, ୪ ଲକ୍ଷ ମୁହାଁ ହେଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ସ୍ଥିତି ଅସମ୍ଭାଳ। ଦେଶରେ ୪ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩୧ ଲକ୍ଷ ଉପରେ ଆକ୍ଟିଭ୍‌…

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨ ହଜାର ୭୬୬

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଏପ୍ରିଲ ମାସ । କ୍ରମାଗତ ୬ ଦିନ ଧରି ୩ ଲକ୍ଷ ଉପରେ ରହୁଛି ନୂଆ ସଂକ୍ରମିତ କେସ୍‌ । ସେହିଭଳି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି । ୭ ଦିନ ହେବ ୨୦୦୦ ଉପରେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ…