ପୁଣି ଦେଶରେ କରୋନାର କାୟା: ୫ ହଜାର ଟପିଲା ଦୈନିକ ସଂକ୍ରମଣ, ୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କରୋନାର ଲମ୍ବା ଲମ୍ଫ। ୫ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ। ଯାହାକି ସେପ୍ଟେମ୍ବର ପରଠୁ ସର୍ବାଧିକ । ୬ଜଣଙ୍କ ଜୀବନ ନେଇଛି ଭାଇରସ।
କର୍ଣ୍ଣାଟକରୁ ୨ଜଣ, କେରଳରୁ ଜଣେ, ମହାରାଷ୍ଟ୍ରରୁ ୨ ଓ ପଞ୍ଜାବରେ ଜଣଙ୍କ…