Browsing Tag

india corona cases

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି: କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ଘରେ ରହିଲେ ବି ମାସ୍କ…

ନୂଆଦିଲ୍ଲୀ: ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପଡ଼ିବ । ପୂର୍ବରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଏବେ ଘର ଭିତରେ ପରିବାର ସହ ରହିଲେ ବି ମାସ୍କ ପିନ୍ଧିବାକୁ କହିଛି କେନ୍ଦ୍ର । ଏହି ଅଭ୍ୟାସ ଏବେ ଠାରୁ ଆରମ୍ଭ କଲେ ଭଲ । କରୋନାର ଦ୍ୱିତୀୟ…

ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୨ହଜାର ୮୦୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨ ହଜାର ୮୦୭ ଜଣଙ୍କ ଜୀବନ ନେଇଛି ଭାଇରସ । ବିଶ୍ୱରେ ସବୁଠୁ ଅଧିକ । ଏପ୍ରିଲ ୧୮ରୁ ୨୫ ତାରିଖ ଏହି ସପ୍ତାହେ ମଧ୍ୟରେ ୨୨ଲକ୍ଷ ୪୯ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ…

ମେ ୧୧ ରୁ ୧୫ ଭିତରେ ଶୀର୍ଷରେ ପହଞ୍ଚିବ କୋଭିଡ୍‌ ସଂକ୍ରମଣ ! ଗାଣିତିକ ପ୍ରଣାଳୀରେ ଅନୁମାନ ଲଗାଇଛନ୍ତି କିଛି…

ନୂଆଦିଲ୍ଲୀ: ମେ ୧୧ ରୁ ୧୫ ଭିତରେ ଶୀର୍ଷରେ ପହଞ୍ଚିବ କୋଭିଡ୍‌ ସଂକ୍ରମଣ । ଗାଣିତିକ ପ୍ରଣାଳୀରେ କିଛି ବୈଜ୍ଞାନିକ ଏଭଳି ଅନୁମାନ ଲଗାଇଛନ୍ତି । ସଂକ୍ରମଣ ଶୀର୍ଷରେ ପହଞ୍ଚିବା ବେଳକୁ ଦେଶରେ ଆକ୍ଟିଭ୍‌ କେସ୍‌ ୩୩ରୁ ୩୫ ଲକ୍ଷ ଥିବ । ଏହାର ଅର୍ଥ ସଂକ୍ରମଣ କମିବା ପୂର୍ବରୁ ଆଉ ୩ ସପ୍ତାହ…

ପ୍ରଥମ ଥର ପାଇଁ ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ସଂଖ୍ଯା, ୨୪ ଘଣ୍ଟାରେ ୨୧୦୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ୧୪ହଜାର ୮୩୫ ରେ ପହଞ୍ଚିଥିଛି। ବିଶ୍ୱରେ କୌଣସି ଦେଶରେ ଏତେ ସଂଖ୍ୟାରେ ଦୈନିକ ସଂକ୍ରମଣ ହୋଇ ନାହିଁ। ଆମେରିକାରେ ଜାନୁଆରିରେ ସର୍ବାଧିକ ୨ଲକ୍ଷ ୯୭ହଜାର ୩୪୦ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୨୪…

ଦେଶରେ ପୁଣି ୨ ଲକ୍ଷ ୯୪ ହଜାର ନୂଆ ପଜିଟିଭ୍‌ ଚିହ୍ନଟ, ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ଗତ ୨୪ ଘଣ୍ଟାେରେ ଦେଶରେ ୨ ଲକ୍ଷ ୯୪ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ । ଜାନୁଆରୀ ୮ ତାରିଖରେ ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ପଜିଟିଭ ଚିହ୍ନଟ…

ଦେଶରେ କରୋନା ସ୍ଥିତି ଅସମ୍ଭାଳ, ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସ୍ଥିତି ଅସମ୍ଭାଳ । ରେକର୍ଡ କରିଛି କରୋନା । ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା…

ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ଟପିଲା ୨ ଲକ୍ଷ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଅସମ୍ଭାଳ। ଦେଶରେ ୨ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ବଢୁଛି ଆକ୍ରାନ୍ତ ସଂଖ୍ୟା ଏବଂ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭାରତରେ ୨ଲକ୍ଷ ୭୩୯ ଜଣ ପଜିଟିଭ ବାହାରିଛନ୍ତି । ୧୦୩୮ ଜଣଙ୍କ କରୋନାରେ ଜୀବନ…

ବେକାବୁ ହେଲାଣି କରୋନା, ଦେଶର ଦୈନିକ ସଂକ୍ରମଣରେ ଆଜି ରେକର୍ଡ ଭାଙ୍ଗିଲା ମହାମାରୀ

ନୂଆଦିଲ୍ଲୀ : ଦେଶରେ କରୋନାର ସ୍ଥିତି ଏବେ ଗମ୍ଭୀର । ଦିନକୁ ଦିନ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ରେକର୍ଡ ଭାଙ୍ଗିଛି ମହାମାରୀ । ଦିନକରେ ୧ ଲକ୍ଷ ୩୧ ହଜାର ୭୮୭ ଲୋକ ସଂକ୍ରମିତ ହୋଇଛନ୍ତି, ଯାହାକି କରୋନା ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ଦିନ…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ପ୍ରଥମ ଥର ପାଇଁ ରେକର୍ଡ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର…

ଦେଶରେ ୨୪ ଘଣ୍ଟାରେ ପାଖାପାଖି ୯୦ ହଜାର ପଜିଟିଭ୍ ଚିହ୍ନଟ, ଗଲା ୭୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବଢୁଛି ସଂକ୍ରମଣ, ବଢୁଛି ମୃତ୍ୟୁ । ଦେଶରେ ୨୪ ଘଣ୍ଟାରେ ପାଖାପାଖି ୯୦ ହଜାର ପଜିଟିଭ୍‌ । ଗୋଟିଏ ଦିନରେ ୮୯ ହଜାର ୧୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୭୧୪ ଜଣଙ୍କ ଜୀବନ ଯାଇଛି । ୧୯୫ ଦିନ ପରେ ଗୋଟିଏ ଦିନରେ ରେକର୍ଡ ୮୯ ହଜାର ୧୨୯ ପଜିଟିଭ୍‌ ହୋଇଛନ୍ତି…

ଦେଶରେ ବେଲଗାମ୍‌ କରୋନା ସଂକ୍ରମଣ: ୨୪ଘଣ୍ଟାରେ ପ୍ରାୟ ୪୭ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୨୭୫ମୃତ

ନୂଆଦିଲ୍ଲୀ: ଦେଶରେ ବେଲଗାମ୍‌ କରୋନା ସଂକ୍ରମଣ। ୨୪ଘଣ୍ଟାରେ ପ୍ରାୟ ୪୭ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନରେ ୪୭ହଜାର ୨୬୨ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୭ଲକ୍ଷ ୩୪ହଜାର ୫୮କୁ ବୃଦ୍ଧି ପାଇଛି। ସେହିପରି…

ଦେଶରେ ୧ କୋଟି ପାର୍ କଲା କରୋନା ପଜିଟିଭ୍ କେସ୍‌, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ପାର କଲା କରୋନା କେସ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର କରିବାରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ହୋଇଛି । ମାତ୍ର ୨୯ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ୧୦ ଲକ୍ଷ ଆକ୍ରାନ୍ତ ଛୁଇଁବା ପାଇଁ ଲାଗିଥିଲା ୧୩୭ ଦିନ । ଏହା…