ଦେଶରେ କରୋନାର ପୁଣି ଲମ୍ବା ଡିଆଁ: ଗତ ୨୪ ଘଣ୍ଟାରେ ୧୨ ହଜାର ୨୧୩ ପଜିଟଭ୍ ଚିହ୍ନଟ, ୧୧ ମୃତ
ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ଦୈନିକ ସଂକ୍ରମଣ ୧୨ହଜାର ପାର୍। ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୨ ହଜାର ୨୧୩। ୧୧ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଡେଲି ପଜିଟିଭିଟି ରେଟ୍ ରହିଛି ୨.୩୫ ପ୍ରତିଶତ।
ଆକଟିଭ୍ କେସ୍ ୫୮ହଜାର ୨୧୫ରେ ପହଞ୍ଚିଛି। କରୋନାରୁ ସୁସ୍ଥ…