Browsing Tag

india corona positive cases

ଦେଶରେ କରୋନାର ଲମ୍ବା ଡିଆଁ: ପୁଣି ଦିନକରେ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ, ୩୮ ମୃତ

ନୂଆଦିଳ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ପୁଣି ୧୩ ହଜାର ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୧୮ ତାରିଖରେ ୧୩ ହଜାର ୨୧୬ କରୋନା ସଂକ୍ରମିତ ହୋଇଥିଲେ। ୪ଦିନର ବ୍ୟବଧାନ ପରେ ପୁଣି ୧୩ହଜାର ଟପିଛି ସଂକ୍ରମଣ। ଦିନକରେ ୩୮ ଜଣଙ୍କ…

ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ଉପରେ ସଂକ୍ରମଣ, ୨୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୩ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୩ ହଜାର ୨୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୩ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦୈନିକ ସଂକ୍ରମଣ ହାର ରହିଛି ୨.୭୩ ପ୍ରତିଶତ । ଦେଶରେ ଆକ୍ଟିଭ୍‌ କେସ୍‌ ମଧ୍ୟ ବୃଦ୍ଧି ପାଇଛି । ଏବେ ଆକ୍ଟିଭ କେସ୍‌ ରହିଛି ୬୮ ହଜାର…

ଦେଶରେ କରୋନାର ପୁଣି ଲମ୍ବା ଡିଆଁ: ଗତ ୨୪ ଘଣ୍ଟାରେ ୧୨ ହଜାର ୨୧୩ ପଜିଟଭ୍ ଚିହ୍ନଟ, ୧୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ଦୈନିକ ସଂକ୍ରମଣ ୧୨ହଜାର ପାର୍‌। ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୨ ହଜାର ୨୧୩। ୧୧ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଡେଲି ପଜିଟିଭିଟି ରେଟ୍‌ ରହିଛି ୨.୩୫ ପ୍ରତିଶତ। ଆକଟିଭ୍‌ କେସ୍‌ ୫୮ହଜାର ୨୧୫ରେ ପହଞ୍ଚିଛି। କରୋନାରୁ ସୁସ୍ଥ…

ଦେଶରେ ବଢି ଚାଲିଛି କୋଭିଡ୍‌ କେସ୍‌: ଗତ ୨୪ ଘଣ୍ଟାରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ସଂକ୍ରମଣ । ବଢି ଚାଲିଛି ଡେଲି କେସ୍‌ । ଗତ ୨୪ ଘଣ୍ଟାରେ କୋଭିଡ୍‌ ମାମଲା ୨୩ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ମାସ ପରେ ଏହା ସର୍ବାଧିକ କେସ୍‌ । ମଙ୍ଗଳବାର ସବୁଠୁ କମ ୨୫…

ଦେଶରେ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ସଂକ୍ରମିତ, ୨ହଜାର ୪୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ। ଧୀରେ ଧୀରେ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଉତ୍ତର ଭାରତର ଅଧିକାଶଂ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପିକ୍‌ରୁ ଦୁଇ ଗୁଣ କମିଛି। ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର…

ଦେଶରେ ଗତ ୨୪ ଘଣ୍ଟାରେ ଗଲା ୩ ହଜାର ୮୮୩ ଆକ୍ରାନ୍ତଙ୍କ ଜୀବନ, ୩ ଲକ୍ଷ ୨୬ହଜାର ୩୩୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୃତ୍ୟୁରେ ବ୍ରେକ ଲାଗୁନି । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୮୮୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୨୬ହଜାର ୩୩୨ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ଥିଲା ୩ ଲକ୍ଷ ୪୩ ହଜାର…

ଆଜି ଦେଶରେ ୪ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କୋଉଠୁ କେତେ

ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି। ଦେଶରେ ଲଗାତର ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଦିନ ପାଇଁ ୪ ହଜାର ଉପରେ ରହିଛି…

ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ଜଣ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଂଘାତିକ । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ । ଏପ୍ରିଲ ୩୦ ତାରିଖରେ ୪ ଲକ୍ଷ ପାର କରିଥିଲା । ଦ୍ୱିତୀୟ ଥର ପାଇଁ…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ, ମୃତ୍ୟୁବରଣ କଲେ ୩,୬୮୯ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୩ହଜାର ୬୮୯। ସପ୍ତାହରେ ତୃତୀୟ ଥର ପାଇଁ ସାଢ଼େ ୩ ହଜାର ଟପିଲା ମୃତ୍ୟୁସଂଖ୍ୟା। ଦେଶରେ ମୋଟ କରୋନା…

ଦେଶରେ ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ, ପ୍ରାଣ ହରାଇଛନ୍ତି ୩ ହଜାର ୪୭୧ ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ଏପ୍ରିଲ ମାସରେ ଦେଶରେ କେବଳ ଚିହ୍ନଟ ହୋଇଛନ୍ତି ୬୯ ଲକ୍ଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ଏହି ତିନି ମାସରେ ୬୪ ଲକ୍ଷ ୯୦ ହଜାର ମାମଲା ରିପୋର୍ଟ ହୋଇଥିଲା । ଏବେ ଗୋଟିଏ…

ଦେଶରେ କରୋନା ସ୍ଥିତି ଅସମ୍ଭାଳ, ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସ୍ଥିତି ଅସମ୍ଭାଳ । ରେକର୍ଡ କରିଛି କରୋନା । ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା…

ଦେଶରେ ୧ କୋଟି ପାର୍ କଲା କରୋନା ପଜିଟିଭ୍ କେସ୍‌, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ପାର କଲା କରୋନା କେସ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର କରିବାରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ହୋଇଛି । ମାତ୍ର ୨୯ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ୧୦ ଲକ୍ଷ ଆକ୍ରାନ୍ତ ଛୁଇଁବା ପାଇଁ ଲାଗିଥିଲା ୧୩୭ ଦିନ । ଏହା…