Browsing Tag

india corona

ଦେଶରେ ଆଜି ବଢ଼ିଲା ଦୈନିକ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯ ମୃତ

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ୧୮ ହଜାର ପାର୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ ହଜାର ୮୧୯ । ୩୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ୧ଲକ୍ଷ ଟପିଲା ଆକଟିଭ୍‌ କେସ୍‌ । ୧ଲକ୍ଷ ୪ହଜାର ୫୫୫କୁ ବୃଦ୍ଧି ପାଇଛି। ଡେଲି ପଜିଟିଭିଟି ରେଟ୍‌ ରହିଛି ୪. ୧୬ ପ୍ରତିଶତ।…

ଦେଶରେ ୨୪ ଘଣ୍ଟାରେ ୮ହଜାର ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪ମୃତ

ନୂଆଦିଲ୍ଲୀ(କେନ୍ୟୁଜ): କ୍ରମାଗତ ଦ୍ୱିତୀୟ ଦିନରେ ୮ହଜାର ଉପରେ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିନକରେ ସୁସ୍ଥ ହେଲେ ୪,୪୩୫ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍‌ କେସ୍‌ ୪୪,୫୧୩କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ…

କରୋନା ମହାମାରୀରେ ତୃତୀୟ ଲହର ସେତେଟା ଭୟାବହ ହେବନି: ICMR

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସେତେଟା ଭୟାବହ ହେବନି । ତୃତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ଅବଧି ମଧ୍ୟ କମ ରହିବ । ୩ ମାସ ମଧ୍ୟରେ ତୃତୀୟ ଲହର ପ୍ରଭାବ କମିଯିବ ।…

ଦେଶରେ ଗୋଟିଏ ଦିନରେ ୫୫ ପ୍ରତିଶତ ବଢିଲା ସଂକ୍ରମଣ! ଚିହ୍ନଟ ହେଲେ ୫୮ହଜାର ୯୭ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ କରୋନାର ଲମ୍ବା ଲମ୍ଫ । ୨୪ ଘଣ୍ଟାରେ ୫୮ହଜାର ୯୭ ଜଣ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ଦିନରେ ୫୫ ପ୍ରତିଶତ ବଢିଲା ସଂକ୍ରମଣ। ଗତକାଲି ଥିଲା ୩୭ ହଜାର ୩୭୯ । ୫୩୪ ଜଣଙ୍କ ଜୀବନ ନେଇଛି କରୋନା। କରୋନାରୁ ସୁସ୍ଥ ହୋଇଛନ୍ତି ୧୫ ହଜାର ୩୮୯ । ଆକ୍ଟିଭ କେସ ୨ଲକ୍ଷ ୧୪…

ପୁଣି ବଢିଲା କରୋନା ଗ୍ରାଫ: ଗତକାଲି ଠାରୁ ୧୪% ବଢିଲା ମାମଲା, ଦିନକରେ ୪୩,୨୬୩ ସଂକ୍ରମିତ

ନୂଆଦିଲ୍ଲୀ: ପୁଣି ବଢିଲା କରୋନା ଗ୍ରାଫ। ଗତକାଲି ଠାରୁ ୧୪ ପ୍ରତିଶତ ବଢିଲା କରୋନା ମାମଲା। ଦିନକରେ ସଂକ୍ରମିତ ହୋଇଛନ୍ତି ୪୩ହଜାର ୨୬୩। ୩୩୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ୭୦ ପ୍ରତିଶତ ମାମଲା କେବଳ କେରଳରୁ ଆସିଛି। କେରଳରେ ୩୦ହଜାର ୧୯୬ ଜଣ ସଂକ୍ରମିତ ହୋଇଛନ୍ତି। ୧୮୧ଜଣଙ୍କ…

ଦେଶରେ ବଢି ଚାଲିଛି କୋଭିଡ୍‌ କେସ୍‌: ଗତ ୨୪ ଘଣ୍ଟାରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ସଂକ୍ରମଣ । ବଢି ଚାଲିଛି ଡେଲି କେସ୍‌ । ଗତ ୨୪ ଘଣ୍ଟାରେ କୋଭିଡ୍‌ ମାମଲା ୨୩ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ମାସ ପରେ ଏହା ସର୍ବାଧିକ କେସ୍‌ । ମଙ୍ଗଳବାର ସବୁଠୁ କମ ୨୫…

ନିତି ଆୟୋଗଙ୍କ ସତର୍କବାଣୀ: ଦେଶରେ ତୃତୀୟ ଲହରରେ ଦୈନିକ ସଂକ୍ରମଣ ଛୁଇଁପାରେ ୪ଲକ୍ଷ !

ଭୁବନେଶ୍ବର(କେନ୍ଯୁଜ୍): ନିତି ଆୟୋଗଙ୍କ ସତର୍କବାଣୀ। ଦେଶରେ ଭୟଙ୍କର ରୂପ ନେବ ତୃତୀୟ ଲହର। ଦୈନିକ ସଂକ୍ରମଣ ୪ଲକ୍ଷ ଛୁଇଁବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌। ପ୍ରତି ୧୦୦ ଜଣରେ ୨୦ଜଣ ସଂକ୍ରମିତ…

ଦେଶରେ ଉପରମୁହାଁ କରୋନା ଗ୍ରାଫ୍: ଦିନକରେ ୪୨ ହଜାର ୯୮୨ ସଂକ୍ରମିତ, ୫୩୩ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ଗ୍ରାଫ। ଦିନକରେ ସଂକ୍ରମିତ ହୋଇଛନ୍ତି ୪୨ ହଜାର ୯୮୨। ଦିନକରେ ୫୩୩ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ଲକ୍ଷ ୧୨ହଜାର ୧୧୪ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୬ହଜାର ୨୯୦ରେ ପହଞ୍ଚିଛି।…

ଦେଶରେ ୨୪ ଘଣ୍ଟାରେ ୫୬୨ଜଣଙ୍କ ମୃତ୍ୟୁ, ୪୨ ହଜାର ୬୨୫ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ୪୦ ହଜାର ଉପରେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୬୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଗତକାଲି ଦେଶରେ ସଂକ୍ରମିତ ହୋଇଥିଲେ ୩୦ ହଜାର ୫୪୯ଜଣ । ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୭…

ଦେଶରେ ୩୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୯ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ

(କେନ୍ଯୁଜ ବ୍ଯୁରୋ) : ଦେଶରେ ୩୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ । ୧୩୨ ଦିନ ପରେ କମିଛି ଦୈନିକ କେସ । ୨୪ ଘଣ୍ଟାରେ ୨୯ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୨ ହଜାର ୩୬୩ । ସେପଟେ ଦେଶରେ ୪ଲକ୍ଷ ତଳକୁ…

କମୁଛି ଦୈନିକ ମୃତ୍ୟୁ ସଂଖ୍ଯା: ଦେଶରେ ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ଗଲା ଜୀବନ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ କମୁଛି ଦୈନିକ କରୋନା ମୃତ୍ୟୁ। ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ଆଉ ୪୫ ହଜାର ୯୫୧ ପଜିଟିଭ୍‌ ଚିହ୍ନଟ ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩ଲକ୍ଷ ୬୨ହଜାର ୮୪୮ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୮ହଜାର…

ଦେଶରେ ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ, ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୪ ହଜାର ୪୯୩ରେ ପହଂଚିଛି। ମୋଟ ୩ କୋଟି ୧ଲକ୍ଷ ୮୩ ହଜାର ୧୪୩ରେ ପହଂଚିଛି…