Browsing Tag

india coronavirus cases

୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୩୦ ହଜାର ୫୪୯ ପଜିଟିଭ୍, ୪୨୨ମୃତ

ନୂଆଦିଲ୍ଲୀ: ୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ। ଲଗାତର ୬ ଦିନ ପରେ ୪୦ ହଜାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ଯା। ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୩୦ ହଜାର ୫୪୯। ଏହା ସହିତ ଗତ ୨୪ ଘଣ୍ଟାରେ ୪୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।…

କମୁଛି ଦୈନିକ ମୃତ୍ୟୁ ସଂଖ୍ଯା: ଦେଶରେ ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ଗଲା ଜୀବନ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ କମୁଛି ଦୈନିକ କରୋନା ମୃତ୍ୟୁ। ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ଆଉ ୪୫ ହଜାର ୯୫୧ ପଜିଟିଭ୍‌ ଚିହ୍ନଟ ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩ଲକ୍ଷ ୬୨ହଜାର ୮୪୮ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୮ହଜାର…

ଦେଶରେ ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ, ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୪ ହଜାର ୪୯୩ରେ ପହଂଚିଛି। ମୋଟ ୩ କୋଟି ୧ଲକ୍ଷ ୮୩ ହଜାର ୧୪୩ରେ ପହଂଚିଛି…

ସାରା ବିଶ୍ୱରେ ରେକର୍ଡ: ଦ୍ୱିତୀୟ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ଲକ୍ଷ ଉପରେ ରହିଛି ସଂକ୍ରମଣ । ଯାହାକି ସାରା ବିଶ୍ୱରେ ରେକର୍ଡ । କୌଣସି ଦେଶରେ ଲଗାତର ଦ୍ୱିତୀୟ ଦିନ ଧରି ୩ଲକ୍ଷ ଉପରେ କରୋନା ସଂକ୍ରମଣ ରହିବା ପ୍ରଥମ । ଯଦି ଏହି…

ଦେଶରେ ୭୧ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ଯା, ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୬ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି…

ଦେଶରେ ଗୋଟିଏ ଦିନରେ ୯୨ ହଜାର ୦୭୧ପଜିଟିଭ୍‌ ଚିହ୍ନଟ, ୧୧୩୬ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୯୨ ହଜାର ୦୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାସହିତ ଗତ ୨୪ ଘଣ୍ଟାରେ ପାଖାପାଖି ୧୧୩୬ ଜଣଙ୍କ ମୁଣ୍ଡ ନେଇଛି ଏହି ପ୍ରାଣଘାତୀ ଭାଇରସ୍‌ । ମିଳିଥିବା ସୂଚନା ମୁତାବକ ଆଜିର ଏହି ନୂୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୪୮ ଲକ୍ଷ…