Browsing Tag

india coronavirus death

୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୩୦ ହଜାର ୫୪୯ ପଜିଟିଭ୍, ୪୨୨ମୃତ

ନୂଆଦିଲ୍ଲୀ: ୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ। ଲଗାତର ୬ ଦିନ ପରେ ୪୦ ହଜାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ଯା। ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୩୦ ହଜାର ୫୪୯। ଏହା ସହିତ ଗତ ୨୪ ଘଣ୍ଟାରେ ୪୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।…

ଦେଶରେ ଆଜି ଦିନକରେ ୩୪ ହଜାର ୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ୍ ମୃତ୍ୟୁ ସଂଖ୍ୟା ୨୬ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ଆଉ ୩୪ ହଜାର ୮୮୪ ନୂଆ କେସ୍‌ ସାମ୍ନାକୁ ଆସିଛି । ୬୭୧ ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୬ ହଜାର ପାର କରିଛି । ୨୬ ହଜାର ୨୭୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ଦେଶରେ…

ଭାରତରେ ୭ ଲକ୍ଷ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିଲ୍ଲୀ ଓ ତାମିଲନାଡୁରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା ପାର କଲାଣି ୭ ଲକ୍ଷ । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ…

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…