Browsing Tag

india coronavirus latest update

ଦେଶରେ ୭୧ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ଯା, ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୬ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି…

ଦେଶରେ ପୁଣି ରେକର୍ଡ ସଂଖ୍ଯକ ପଜିଟିଭ୍: ଦିନକରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ, ୧୦୫୭ ମୃତ

ନୂଆଦିଲ୍ଲୀ:ଆଜି ଦେଶରେ ପୁଣି ରେକର୍ଡ ପଜିଟିଭ୍‌ । ଗୋଟିଏ ଦିନରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ । ଏହାସହିତ ୧୦୫୭ଜଣଙ୍କ ମୁଣ୍ଡ ନେଲା ଏହି ମାରାତ୍ମକ ଭାଇରସ୍ । ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୧ ହଜାର ୫୨୯କୁ ବୃଦ୍ଧି ପାଇଛି । ସେପଟେ ନୂଆ ଆକ୍ରାନ୍ତଙ୍କୁ…

ଦେଶରେ ଆଜି ଦିନକରେ ୩୪ ହଜାର ୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ୍ ମୃତ୍ୟୁ ସଂଖ୍ୟା ୨୬ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ଆଉ ୩୪ ହଜାର ୮୮୪ ନୂଆ କେସ୍‌ ସାମ୍ନାକୁ ଆସିଛି । ୬୭୧ ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୬ ହଜାର ପାର କରିଛି । ୨୬ ହଜାର ୨୭୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ଦେଶରେ…