Browsing Tag

india covid case

ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା : ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୨୩୩ କୋଭିଡ ପଜିଟିଭ୍‌ ଚିହ୍ନଟ । ୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ଦିନକରେ ୪୧ ପ୍ରତିଶତ ବୃଦ୍ଧି ପାଇଛି କରୋନା କେସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୮୫୭କୁ…

୨୪ ଘଣ୍ଟାରେ ଦେଶରେ ୩,୨୦୭ କୋଭିଡ୍‌-୧୯ ଆକ୍ରାନ୍ତ; ୨୯ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ ୩ ହଜାର ତଳକୁ ଖସୁନି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୨୦୭। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଥିଲା ୩ହଜାର ୪୫୧ ନୂଆ ସଂକ୍ରମିତ। ୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୪୧୦ ଆକ୍ରାନ୍ତ। ୨୦ ହଜାର…

ଦେଶରେ ଉପରମୁହାଁ କରୋନା କେସ୍‌; ୨୪ ଘଣ୍ଟାରେ ୩ହଜାର ୩୭୭ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା କେସ୍‌। କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩ ହଜାର ୩୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୦ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ସୁସ୍ଥ ହୋଇଛନ୍ତି ୨ହଜାର ୪୯୬। ଆକଟିଭ୍‌ କେସ୍‌ ୧୭ହଜାର ୮୦୧କୁ ବୃଦ୍ଧି…

ପୁଣି ଦେଶରେ ଅଢ଼େଇ ଲକ୍ଷ ଟପିଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର ୮୩୩ ମାମଲା ଆସିଛି

ନୂଆଦିଲ୍ଲୀ : ଭାରତରେ ତୃତୀୟ ଲହରର ଗତି କ୍ଷିପ୍ର ହେଉଛି । ପୁଣି ଅଢ଼େଇ ଲକ୍ଷ ଟପିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର ୮୩୩ ମାମଲା ଆସିଛି। ୪୦୨ଜଣଙ୍କ ମୃତ୍ୟୁ ହୋଇଛି । ପଜିଟିଭିଟି ହାର ୧୪.୭୮ପ୍ରତିଶତରୁ ୧୬. ୬୬ ପ୍ରତିଶତକୁ ବୃଦ୍ଧି ପାଇଛି । ଜାନୁଆରୀ ୧ରେ ୨୨ହଜାର ୭୭୫…