Browsing Tag

india covid cases

ଦେଶରେ ଗତ ୨୪ ଘଣ୍ଟାରେ ୧୭ ହଜାର ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୨୯ ଜୀବନ

ନୂଆଦିଲ୍ଲୀ:ଦେଶରେ ପୁଣି ୧୭ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୭ ହଜାର ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୨୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଡେଲି ପଜିଟିଭିଟି ରେଟ୍‌ ରହିଛି ୪ ଦଶମିକ ୧୪ ପ୍ରତିଶତ । ସୁସ୍ଥ ହୋଇଛନ୍ତି ୧୪ ହଜାର ୬୮୪ ଆକ୍ରାନ୍ତ ।…

ଦେଶରେ କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ କେସ୍‌: ଗତ ୨୪ ଘଣ୍ଟାରେ ୬୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାଡ଼ି ଚାଲିଛି ମହାମାରୀ । ବଢ଼ୁଛି ମୃତ୍ୟୁସଂଖ୍ୟା । ଦେଶରେ ଉପରମୁହାଁ କରୋନା କେସ୍‌ । କ୍ରମାଗତ ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ କେସ୍‌। ଗତ ୨୪ ଘଣ୍ଟାରେ ୩ ହଜାର ୩୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୦ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଦୈନିକ…

ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଳ୍ଲୀ: ଚତୁର୍ଥ ଲହର ଚିନ୍ତା। ଦେଶର କୋଭିଡ ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ । ଦେଶରେ କୋଭିଡ କେସ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ…

ଡେଲ୍ଟା ଭାରିଆଣ୍ଟକୁ ବି ପଛରେ ପକାଇଦେବ ଓମିକ୍ରନ୍ ! ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍, ମହାରାଷ୍ଟ୍ରରେ…

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ଦ୍ରୁତ ବେଗରେ ମାଡ଼ିଚାଲିଛି ଓମିକ୍ରନ। ଭାରତରେ ବି କାୟାବିସ୍ତାର କରୁଛି ଭୁତାଣୁ। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ୧୧ ରାଜ୍ୟକୁ କବଳିତ କଲାଣି କରୋନାର ନୂଆ ଭାରିଆଣ୍ଟ। ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ କେସ୍‌ ଓ ଦିଲ୍ଲୀରେ ୨୨…

ଏପ୍ରିଲରେ ଦେଶରେ କରୋନା ଦେଖାଇଛି କରାଳ ରୂପ: ଆସନ୍ତାକାଲି ଦୁଇ କୋଟି ଛୁଇଁଯିବ ପଜିଟିଭ୍ ସଂଖ୍ଯା

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ଦୁଇ କୋଟି ଛୁଇଁବ କରୋନା କେସ୍‌ । ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧କୋଟି ୯୯ଲକ୍ଷ ୨୫ହଜାର ୬୦୪ । ଏପ୍ରିଲରେ ଦୈନିକ ସଂକ୍ରମଣ ଟପିଛି ୪ ଲକ୍ଷ । କିନ୍ତୁ ଆଜି ଦେଶରେ ଖସିଛି କରୋନା ଗ୍ରାଫ୍‌ । ଟେଷ୍ଟିଂ କମିଛି, ସଂକ୍ରମିତଙ୍କ ସଂଖ୍ୟା ବି ଖସିଛି ।…

ଦେଶରେ ତିନି ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ! ପୁଣି ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ୩ ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ। ଲଗାତର ତୃତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ । ଗତ ୩ ଦିନରେ ଚିହ୍ନଟ ହୋଇଛନ୍ତି ୯ ଲକ୍ଷ ୯୪ ହଜାର ପଜିଟିଭ। ୨୪ ଘଣ୍ଟାରେ ୨ହଜାର ୬୦୦ ଜୀବନ ନେଇଛି ଘାତକ…

ମେ ୧୧ ରୁ ୧୫ ଭିତରେ ଶୀର୍ଷରେ ପହଞ୍ଚିବ କୋଭିଡ୍‌ ସଂକ୍ରମଣ ! ଗାଣିତିକ ପ୍ରଣାଳୀରେ ଅନୁମାନ ଲଗାଇଛନ୍ତି କିଛି…

ନୂଆଦିଲ୍ଲୀ: ମେ ୧୧ ରୁ ୧୫ ଭିତରେ ଶୀର୍ଷରେ ପହଞ୍ଚିବ କୋଭିଡ୍‌ ସଂକ୍ରମଣ । ଗାଣିତିକ ପ୍ରଣାଳୀରେ କିଛି ବୈଜ୍ଞାନିକ ଏଭଳି ଅନୁମାନ ଲଗାଇଛନ୍ତି । ସଂକ୍ରମଣ ଶୀର୍ଷରେ ପହଞ୍ଚିବା ବେଳକୁ ଦେଶରେ ଆକ୍ଟିଭ୍‌ କେସ୍‌ ୩୩ରୁ ୩୫ ଲକ୍ଷ ଥିବ । ଏହାର ଅର୍ଥ ସଂକ୍ରମଣ କମିବା ପୂର୍ବରୁ ଆଉ ୩ ସପ୍ତାହ…

ଦେଶରେ ୨୪ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କେସ୍‌ ! ଗଲା ୬୩୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ଗତ ୨୪ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କେସ୍‌ ଆସିଛି । ସୋମବାର ୧ ଲକ୍ଷରୁ ଅଧିକ ପଜିଟିଭ୍‌ ଆସିଥିଲା । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ…