ଭାରତରେ ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୨୪ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ସ୍ଥିତି । ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୧୨୪ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୧୦ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ୧୧ହଜାର ୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ ୧ଲକ୍ଷ ୭୧ ହଜାର ୮୩୦ରେ…