ଏସୀୟ କ୍ରୀଡ଼ା : କ୍ରିକେଟ ଏବଂ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ। ଆଜି ଫାଇନାଲରେ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ମ୍ୟାଚ ଅଧାରୁ ବର୍ଷା ବାଧକ ସାଜିଥିଲା । ମ୍ୟାଚ ବାତିଲ ହୋଇଥିଲେ ବି ଆଫଗାନିସ୍ତାନ ଅପେକ୍ଷା ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଭାରତକୁ ସ୍ୱର୍ଣ୍ଣ…