ବିଶ୍ୱ ଟି-୨୦ : ମାନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ସ୍ପିନରଙ୍କ ଯାଦୁ, ଭାରତ ୪୮ ରନ୍ରେ ହରାଇଲା ଅଷ୍ଟ୍ରେଲିଆକୁ
ଗଏନା : ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଖେଳିଲା ଭାରତୀୟ ମହିଳା ଦଳ । ସ୍ମୃତି ମାନ୍ଧାନା ମାତ୍ର ୫୫ ବଲ୍ରେ ୮୩ ରନ୍ କଲେ ଓ ପରେ ଓ ଅନୁଜା ପାଟିଲ ମାତ୍ର ୪ ଓଭର ଭିତରେ ୧୫ ରନ୍ ଦେଇ ୩ ଓ୍ଵିକେଟ୍ ନେଲେ । ଗତକାଲି ଆଇସିସି ବିଶ୍ୱ ମହିଳା ଟି-୨୦ରେ ଭାରତ ୪୮ ରନ୍ରେ ଅଷ୍ଟ୍ରେଲିଆକୁ…