Browsing Tag

india England T 20

ଭାରତକୁ ଭାଙ୍ଗିବାକୁ ହେବ ନକଆଉଟ୍‌ ଚକ୍ରବ୍ୟୁହ, ସେମିଫାଇନାଲରେ ଇଂଲଣ୍ଡକୁ ସାମ୍ନା କରିବ ଟିମ୍‌ ଇଣ୍ଡିଆ

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଶେଷ ଥର ପାଇଁ ୨୦୧୧ରେ ଓ୍ଵାନଡେନ ବିଶ୍ୱ କପ୍‌ ଟ୍ରଫି ଜିତିଥିଲା। ଏହାପରେ ଟିମ୍‌ ପାଞ୍ଚ ଥର ଆଇସିସି ଟ୍ରଫିର ନକଆଉଟ ମ୍ୟାଚରେ ହାରି ସାରିଛି ଏବଂ ୨୦୨୧ ଟି-୨୦ ବିଶ୍ୱ କପରେ ତ ସେମିଫାଇନାଲରେ ହିଁ ପହଁଚି ପାରିନଥିଲା। ଭାରତକୁ ୨୦୧୪ ଟି-୨୦…

ଆଜି ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ, ପ୍ରତିଶୋଧ ନେବା ଲକ୍ଷରେ ଟିମ ଇଣ୍ଡିଆ

ଆଜିଠୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ  ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତିନି ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ହାମ୍ପସାୟାରର ଏଜେସ୍‌ ବାେଓ୍ଵଲଠାରେ ଖେଳାଯିବ। ଏହି ମ୍ୟାଚରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ସୂଚନା ଦେବା ଉଚିତ…