Browsing Tag

India for winning

ବିଶ୍ବକପ୍ ବିଜୟୀ ପରେ ଛୁଟୁଛି ଶୁଭେଚ୍ଛାର ସୁଅ; ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନର ସୁଅ। ଦେଶର କୋଣ ଅନୁକୋଣରେରେ କ୍ରିକେଟ ପ୍ରେମୀ ମାନେ ବାଣ ଫୁଟାଇ ବାଜ ବଜାଇ ଉତ୍ସବ ମନାଇଛନ୍ତି । ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା । ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ…