Browsing Tag

India government

ଜନଗଣନା ପାଇଁ ବିଜ୍ଞପ୍ତି ଜାରି, ଦେଶରେ ୨ଟି ପର୍ଯ୍ୟାୟରେ ୨୦୨୭ ମାର୍ଚ୍ଚରୁ ଜନଗଣନା

ନୂଆଦିଲ୍ଲୀ : ୨୦୨୭ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି । ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଭାରତର ଜନଗଣନା ୨୦୨୭ ମସିହାରେ କରାଯିବ । ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା ହେବ । ଏ ନେଇ ଅଧିସୂଚନା ଜାରି ହୋଇଛି । ଦେଶରେ ୨ଟି…

ଆଧାର କାର୍ଡରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ! ଜାଣନ୍ତୁ କ’ଣ କହିଲେ ସରକାର

ମୋଦି ସରକାରଙ୍କ ତରଫଣୁ ଦେଶବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯୋଜନା ଆରମ୍ଭ କରିବା ପୂର୍ବରୁ ପ୍ରତି ଶ୍ରେଣୀର ଲୋକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଏହି ଯୋଜନାଗୁଡିକରେ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ଚାକିରିଆ ପର୍ଯ୍ୟନ୍ତ ଏବଂ କୃଷକମାନଙ୍କ ଠାରୁ ବ୍ୟବସାୟୀଙ୍କ…

ଦେଶରେ ରକ୍ଷା ପ୍ରତିଷ୍ଠାନର ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାରକୁ ନେଇ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

ଗତ ୨୭ ଜୁନରେ ଜମ୍ମୁରେ ବାୟୁ ସେନା ଷ୍ଟେଶନ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା । ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏଥିପାଇଁ ଭାରତୀୟ ନଗର ବିମାନ ମନ୍ତ୍ରାଳୟ ପକ୍ଷରୁ ଡ୍ରୋନ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସାର୍ବଜନୀନ ପରାମର୍ଶ ଦ୍ୱାରା ଆସନ୍ତା…

କରୋନା ୨.୦ କୁ ନେଇ ତତ୍ପର କେନ୍ଦ୍ର, ବିମାନ ଯାତ୍ରୀଙ୍କ ପାଇଁ ସରକାର ଜାରି କଲେ ନୂଆ SOP, ଜାଣନ୍ତୁ ଡିଟେଲ୍ସ

ଭାରତ ସରକାର ୟୁକେରୁ ଭାରତ ଫେରୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ସରକାରଙ୍କ କହିବା ହେଲା, ୟୁକେରୁ ଭାରତ ଫେରିଲେ ଏୟାରପୋର୍ଟରେ ଯାତ୍ରୀମାନଙ୍କର RT-PCR ଟେଷ୍ଟ କରାଯିବ। ଏହି ସମୟରେ ଯେଉଁ ଲୋକ କରୋନା ଭାଇରସର ନୂଆ ଭେରିଏଣ୍ଟରୁ ସଂକ୍ରମିତ ମିଳିବେ, ତାଙ୍କୁ…