ଟିମ୍ ଇଣ୍ଡିଆର କୋଚ୍ ଦେଲେ ଇସ୍ତଫା, ଦର୍ଶାଇଲେ ବ୍ୟକ୍ତିଗତ କାରଣ
ମୁମ୍ବାଇ : ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ହରେନ୍ଦ୍ର ସିଂହ ।
ସେ ଭାରତୀୟ ଜୁନିୟର ପୁରୁଷ ହକି ଦଳର କୋଚ ଥିଲେ, ତାଙ୍କ ତତ୍ବାବଧାନରେ ୨୦୨୫ରେ ଟିମ୍ ବିଶ୍ବକପ ଜିତିଥିଲା । ହରେନ୍ଦ୍ରଙ୍କ…