ସାଫ୍ ୧୯ ବର୍ଷରୁ କମ୍ ମହିଳା ଫୁଟବଲ : ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ
ଢାକା : ଏଠାରେ ଚାଲିଥିବା ସାଫ୍ ୧୯ ବର୍ଷରୁ କମ୍ ମହିଳା ଫୁଟବଲ ଫାଇନାଲରେ ଭାରତୀୟ ଦଳ ପ୍ରବେଶ କରିଛି । ଗୁରୁବାର ଦିନ ଟାଇଟଲ୍ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ଭେଟିବ ।
ଆଜି ରାଉଣ୍ଡ ରବିନ ମ୍ୟାଚରେ ଭାରତୀୟ ବାଳିକା ଦଳ ୪-୦ ଗୋଲରେ ନେପାଳକୁ ପରାସ୍ତ କରିଛି । ଦଳ ପକ୍ଷରୁ ନେହା ୨ଟି…