Browsing Tag

india mens hockey squad

ଟୋକିଓ ଅଲିମ୍ପିକ୍‌ ପାଇଁ ଘୋଷିତ ଭାରତୀୟ ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ ହକି ପାଇଁ ଭାରତୀୟ ପୁରୁଷ ଦଳ ଘୋଷଣା । ଏହି ୧୬ ଜଣିଆ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଏଥିରେ ପ୍ରାୟ ୧୦ ଜଣ ନୂଆ ଖେଳାଳି ସାମିଲ ହୋଇଛନ୍ତି । ଯେଉଁମାନେ ପୂର୍ବରୁ କେବେ ଅଲିମ୍ପିକ୍‌ରେ ଖେଳି…