କାଲି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍ ଇଣ୍ଡିଆର ଟାର୍ଗେଟ୍ ୨-୦
ମାଉଣ୍ଟ ମୌଙ୍ଗାନୁଇ : ଆସନ୍ତାକାଲି ଏଠାରେ ଖେଳାଯିବ ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ର ଦ୍ୱିତୀୟ ଦିକିନିଆ ଆନ୍ତର୍ଜାତିକ ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଏକତରଫା ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ପୂରା ଯୋଶ୍ରେ । ବିଶେଷ କରି ବୋଲର୍ଙ୍କ ଚମତ୍କାର ପ୍ରଦର୍ଶନ ପୂରା ଦଳକୁ…