ଆଜି ବିଶ୍ବକପର ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ
କେନ୍ୟୁଜ୍(ବ୍ୟୁରୋ): ଭାରତ ନା ନ୍ୟୁଜିଲାଣ୍ଡ ? କାହାକୁ ମିଳିବ ଫାଇନାଲ ଟିକେଟ । ଆଜି ବିଶ୍ବକପର ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ମୁମ୍ବାଇର ୱାଙ୍ଖଡେରେ ୱିଲିୟମସନ ବାହିନୀକୁ ଚିତ୍ କରିବାକୁ ରୋହିତ ଆଣ୍ଡ କୋର ସ୍ବତନ୍ତ୍ର ଷ୍ଟ୍ରାଟେଜି । ନକ ଆଉଟରେ ଚକମା ଦେବାରେ…