ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ଦ୍ବିତୀୟ ପାଳିରେ ଭାରତ ଭଲ ଖେଳିଲା, ତଥାପି ଟଳିନି ବିପଦ
ବେଙ୍ଗାଲୁରୁ : ନ୍ୟୁଜିଲାଣ୍ଡର ପ୍ରଥମ ପାଳି ସ୍କୋରକୁ ଟପିବା ପାଇଁ ଭାରତକୁ ଆଉ ଦରକାର ୧୨୫ ରନ୍ । ବେଙ୍ଗାଲୁରୁ ଠାରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ଶେଷ ହୋଇଛି । ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ଆଜିର ଖେଳ…