ଆଜି ଅପରାହ୍ଣ ୫ଟାରୁ ବନ୍ଦ ରହିଲା ଯୁଦ୍ଧ, ସୂଚନା ଦେଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି
ଭାରତ-ପାକିସ୍ତାନ ଯୁଦ୍ଧ ବିରତି। ଆଜି ଅପରାହ୍ଣ ୫ଟାରୁ ବନ୍ଦ ରହିଲା ଯୁଦ୍ଧ। ସୂଚନା ଦେଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆଜି ଅପରାହ୍ଣ ୩ଟା ୩୫ରେ ପାକିସ୍ତାନ ଡିଜିଏମଓ, ଭାରତର ଡିଜିଏମଓଙ୍କ ସହ କଥା ହୋଇଥିଲେ। ସାମରିକ ଆକ୍ସନ ବନ୍ଦ କରିବାକୁ କଥା ହୋଇଛନ୍ତି ଦୁଇ ପକ୍ଷ। ଜଳ ସ୍ଥଳ…