India Post ଲଞ୍ଚ କରିଛି DIGIPIN, ଜାଣନ୍ତୁ କିପରି କରିବେ ବ୍ୟବହାର
ଏବେ ଆପଣଙ୍କୁ କୋରିଅର ପଠାଇବା ପାଇଁ PIN କୋଡ୍ ଆବଶ୍ୟକ ହେବ ନାହିଁ । Indian Post DIGIPIN ସର୍ଭିସ୍ ଆରମ୍ଭ କରିଛି, ଯାହା ଆପଣଙ୍କ ଲୋକେସନ୍ ନିର୍ଦ୍ଦେଶାଙ୍କ ଉପରେ ଆଧାର କରି ଡିଜିଟାଲ୍ PIN କୋଡ୍ ଜେନେରେଟ୍ କରିବ । ଏହି ଡିଜିଟାଲ୍ PIN କୋଡ୍ ସର୍ଭିସର ସୁବିଧା ହେବ ଯେ ଆପଣଙ୍କର…