Browsing Tag

India shuts down

୬ଦଫା ଦାବିରେ ଆଜି ଭାରତ ବନ୍ଦ, ଧର୍ମଘଟରେ୨୫ କୋଟିରୁ ଅଧିକ ଶ୍ରମିକ ଓ କର୍ମଚାରୀ ସାମିଲ

ଆଜି ଭାରତ ବନ୍ଦ । ୬ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡାକରା । ଧର୍ମଘଟରେ ୧୦ଟି ଟ୍ରେଡ ୟୁନିୟନ ଓ ସହଯୋଗୀ ସଂଘ ସାମିଲ ହୋଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୨୫ କୋଟିରୁ ଅଧିକ ଶ୍ରମିକ, କର୍ମଚାରୀ ଏଥିରେ ଭାଗ ନେଇଛନ୍ତି । ବ୍ୟାଙ୍କିଂ, ବୀମା, ରାଜପଥ ନିର୍ମାଣ ଏବଂ କୋଇଲା ଖନନ…