Browsing Tag

india south africa

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ସେଞ୍ଚୁରିଅନରେ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍

କେନ୍ୟୁଜ: ଦିନିକିଆ ପରେ ଏବେ ଟାର୍ଗେଟ ଟେଷ୍ଟ । ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । ଉଭୟ ଦଳ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବେ । ଆଜି ପ୍ରଥମ ଟେଷ୍ଟ ସେଞ୍ଚୁରିଅନରେ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଆହତ କାରଣରୁ ଟେଷ୍ଟ…

ସୁପର ସଣ୍ଡେରେ ସୁପର ଫାଇଟ୍: କୋଲକାତା ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

କୋଲକାତା: ସୁପର ସଣ୍ଡେରେ ସୁପର ଫାଇଟ୍ । କୋଲକାତା ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ମ୍ୟାଚ୍ ଜିତି ଭାରତ ତାର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ । ସେମି ଟିକେଟ୍ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚକୁ ଆଦୌ ହାଲୁକା ଭାବେ ନେବ ନାହିଁ ।…

ଆଜି ଭାରତ- ଦକ୍ଷିଣ ଆଫ୍ରିକା ମୁକାବିଲା, ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍‌

କେନ୍ୟୁଜ୍(ବ୍ୟୁରୋ):  ଆଜି T20 ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ପର୍ଥରେ ଅପରାହ୍ନ ସାଢେ ୪ରେ ମ୍ୟାଚ୍‌ ଆରମ୍ଭ ହେବ । ଶୀର୍ଷ ସ୍ଥାନ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଫାଇଟ୍‌ । ଗ୍ରୁପ-୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି । ଭାରତ ଦୁଇଟି ଯାକ…

କାଲି ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ, ଶୀର୍ଷ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଟି-ଟେ୍ଵଣ୍ଟି ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ । ଶୀର୍ଷ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ପର୍ଥରେ ଖେଳାଯିବ ମ୍ୟାଚ । ଗ୍ରୁପ-୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏ ମ୍ୟାଚ ଖେଳିଛନ୍ତି । ଭାରତ ଦୁଇଟି ମ୍ୟାଚରୁ ୨ଟି ଯାକ ଜିତିଥିବା ବେଳେ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ଲକ୍ଷ୍ନୌରେ ପ୍ରଥମ ମ୍ୟାଚ ହାରିବା ପରେ ଆଜି ଭାରତ ପାଇଁ କର ବା ମର…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ । ରାଞ୍ଚିରେ ଅପରାହ୍ନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍‌ ଖେଳାଯିବ । ଲକ୍ଷ୍ନୌରେ ପ୍ରଥମ ଦିନିକିଆ ହାରିବା ପରେ ଆଜି ଭାରତ ପାଇଁ କର ବା ମର ପରିସ୍ଥିତି । ଶିଖର ଧାଓ୍ଵନଙ୍କ ନେତୃତ୍ୱରେ ବିଜୟ ଲକ୍ଷ୍ୟ ସହ ସ୍ୱତନ୍ତ୍ର ରଣନୀତି କରି ମୈଦାନକୁ ଓହ୍ଲାଇବ…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌, ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଦଳ

ଲକ୍ଷ୍ମୌ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ । ଲକ୍ଷ୍ମୌରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ଶିଖର ଧଓ୍ଵନ । ଏଥିପାଇଁ ଉଭୟ ଦଳର ଖେଳାଳି ଝାଳବୁହା ଅଭ୍ୟାସ କରିଛନ୍ତି । ଟି-୨୦ ସିରିଜରେ ବାଜିମାତ ପରେ ଓ୍ଵାନଡେ ସିରିଜକୁ କବଜା କରିବାକୁ…

ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌, ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର(କେନ୍ୟୁଜ): ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌। ବିମାନ ବନ୍ଦରରେ ଦୁଇ ଦଳର ଖେଳାଳି ପହଞ୍ଚିବା ପରେ ଭିଭିଆଇପି ଗେଟ ଦେଇ ବାହାରିଥିଲେ। ସେଠାରୁ କଡ଼ା ସୁରକ୍ଷାରେ ସ୍ପେଶାଲ କାର୍‌କେଡରେ ମେ' ଫେୟାର ହୋଟେଲ…

୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌, ମେ ଫେୟାରରେ ରହିବେ ଖେଳାଳି

ଭୁବନେଶ୍ବର(କେନ୍ୟୁଜ୍):   ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ୍‌ ପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ । ଭୁବନେଶ୍ୱର ମେ ଫେୟାରରେ ରହିବେ ଖେଳାଳି । ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି କରାଯାଇଛି । ଶଙ୍ଖ ଧ୍ୱନି ସହ ଘୋଡ଼ା ନାଚରେ ଉଭୟ ଟିମର…

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିବେନି କେଏଲ ରାହୁଲ, ରିଷଭ ପନ୍ତ ନେଲେ ଦାୟିତ୍ୱ

ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ। ସିରିଜ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ସିରିଜ ପାଇଁ ଅଧିନାୟକ ଘୋଷଣା ହୋଇଥିବା କେଏଲ୍‌ ରାହୁଲ ସିରିଜରୁ ବାଦ୍‌ ପଡିଛନ୍ତି। ଆହତ ଜନିତ ସମସ୍ୟା ଯୋଗୁଁ ସିରିଜ ଖେଳିବେନି ରାହୁଲ। ତେବେ ରାହୁଲ ସିରିଜରୁ…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ଦକ୍ଷିଣ ଆଫ୍ରିକାର ଅଭେଦ୍ୟ ଗଡ଼ ଜିତିବା ପରେ ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ତିନି ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗରେ ଅଛି ଭାରତ । ଦ୍ୱିତୀୟ ଟେଷ୍ଟକୁ ଜିତିଲେ ଭାରତର…