ଜମ୍ମୁ ଓ କଶ୍ମୀର ନିୟନ୍ତ୍ରଣ ରେଖା ଦେଇ ଚାଲୁଥିବା ବାଣିଜ୍ୟ କାରବାରକୁ ବନ୍ଦ କଲା ଭାରତ
ନୂଆଦିଲ୍ଲୀ: ବର୍ତ୍ତମାନ ପାଇଁ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ଦେଇ ଚାଲୁଥିବା ବାଣିଜ୍ୟ କାରବାରକୁ ଭାରତ ସରକାର ବନ୍ଦ କରିଦେଇଛନ୍ତି। ଆତଙ୍କବାଦୀଙ୍କ ସହ ସଂପର୍କ ଥିବା କେତେକ ବ୍ୟକ୍ତି ଏହି ବାଣିଜ୍ୟ ପ୍ରକ୍ରିୟାର ର୍ଦୁପୋଯୋଗ କରୁଥିବାରୁ ଭାରତ ସରକାର ଏହି ନିଷ୍ପତି ନେଇଛନ୍ତି।…