‘ଆମେ ବହୁତ ଭଲ ଲୋକ…’, ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବାକୁ ଭାରତକୁ ଅନୁରୋଧ କଲେ ସୋଏବ ମଲିକ
ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବାକୁ ଭାରତୀୟ ଦଳକୁ ଅନୁରୋଧ କରିଛନ୍ତି ପାକ୍ ଟିମ୍ର ପୂର୍ବତନ ଅଧିନାୟକ ସୋଏବ ମଲିକ । ୨୦୧୩ ପରଠାରୁ ଭାରତ ଓ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହାନ୍ତି, କାରଣ ଦୁଇ ଦେଶ ମଧ୍ୟରେ ସୀମା ଏବଂ ରାଜନୈତିକ ତିକ୍ତତା ଲାଗି ରହିଛି ।…