ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଲଢେଇ। ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ଥର ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ରବିବାର ଭାରତ ସହ ଅଷ୍ଟ୍ରେଲିଆର ହେବ ମହାମୁକାବିଲା…